ETV Bharat / bharat

ଗାଜିଆବାଦରେ କର୍କଟ ବିଶେଷଜ୍ଞ କୋରୋନା ପଜିଟିଭ - ଗାଜିଆବାଦ

କୋରୋନା ସଂକ୍ରମିତ ହେଲେ କର୍କଟ ବିଶେଷଜ୍ଞ ଡାକ୍ତର । ସେ ଦିଲ୍ଲୀ ମ୍ୟାକ୍ସ ହସପିଟାଲରେ କାର୍ଯ୍ୟରତ ଥିଲେ । ଅଧିକ ସୂଚନା ପାଇଁ ପଢନ୍ତୁ ...

Doctor tests positive for COVID-19 in Ghaziabad
ଗାଜିଆବାଦରେ କର୍କଟ ବିଶେଷଜ୍ଞ ଡାକ୍ତର କରୋନା ପଜିଟିଭ
author img

By

Published : Apr 16, 2020, 2:56 PM IST

ଲକ୍ଷ୍ନୌ: ଗାଜିଆବାଦରେ ଜଣେ କର୍କଟ ବିଶେଷଜ୍ଞ ଡାକ୍ତର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଡାକ୍ତର ଜଣକ ପରୀକ୍ଷା ପରେ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ଏହାକୁ ମିଶାଇ ଗାଜିଆବାଦରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 32 ରେ ପହଞ୍ଚିଥିବା ଅଧିକାରୀମାନେ କହିଛନ୍ତି।

ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ ଇନ୍ଦିରାପୁରାମର ଜିଆନ ଖଣ୍ଡ 2 ର ବାସିନ୍ଦା ଦିଲ୍ଲୀର ସାକେଟର ମ୍ୟାକ୍ସ ହସ୍ପିଟାଲରେ କାମ କରନ୍ତି। ପଜିଟିଭ ହେବା ପରେ ସେ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଜିଆନ ଖଣ୍ଡ 2 ର ସମଗ୍ର ଅଞ୍ଚଳକୁ ପରିଷ୍କାର କରିଥିବାବେଳେ ଡାକ୍ତରଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କୁ କ୍ୟାରେଣ୍ଟାଇନ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗ ଦଳ ବର୍ତ୍ତମାନ ଡାକ୍ତର ଏବଂ ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିବା ଲୋକଙ୍କୁ ଖୋଜିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ସହ ସମ୍ଫର୍କରେ ଆସିଥିବା ଲୋକ ମଧ୍ୟ ଘରେ ରହିପାରିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.