ETV Bharat / bharat

ଥରେ ବୁଲି ଆସନ୍ତୁ: କୌଣସି ସ୍ବର୍ଗ ଠାରୁ କମ୍ ନୁହେଁ ଏହି ହୋଟେଲ୍... - ସ୍ବିଜରଲ୍ୟାଣ୍ଡର ଏଶ୍ବର କ୍ଲିକ ହୋଟେଲ୍

ଆଜି ଆମେ ଆପଣଙ୍କୁ ଏମିତି କିଛି ହୋଟେଲ ସମ୍ପର୍କରେ କହିବୁ ଯାହା କୌଣସି ସ୍ବର୍ଗ ଠାରୁ କମ୍ ନୁହେଁ। ଅଧିକ ପଢନ୍ତୁ...

ଥରେ ବୁଲି ଆସନ୍ତୁ: କୌଣସି ସ୍ବର୍ଗଠାରୁ କମ୍ ନୁହେଁ ଏହି ହୋଟେଲ୍...

author img

By

Published : Dec 25, 2019, 4:43 PM IST

ହାଇଦ୍ରାବାଦ: ହୋଟେଲ। ସମସ୍ତେ ଯାଆନ୍ତି, ରୁହନ୍ତି, ଖାନ୍ତି। ଆପଣ ମଧ୍ୟ ଅନେକ ଥର ଯାଇଥିବେ। ନିଜର ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହର କରି ନିଜକୁ ବିଶ୍ରାମ ଦେବାକୁ ଆମେ ହୋଟେଲ ଯାଇଥାଉ। ଆଜି ଆମେ ଆପଣଙ୍କୁ ଏମିତି କିଛି ହୋଟେଲ ସମ୍ପର୍କରେ କହିବୁ ଯାହା କୌଣସି ସ୍ବର୍ଗ ଠାରୁ କମ୍ ନୁହେଁ। ଜାଣିବା ପାଇଁ ପଢନ୍ତୁ...

ମାଲଦ୍ବୀପ ସ୍ଥିତ ରଙ୍ଗାଲୀ ଆଇସ ଲ୍ୟାଣ୍ଡରେ ନିର୍ମାଣ କରାଯାଇଛି ସ୍ଥିତ ହୋଟେଲ୍। ସମୁଦ୍ର ମଝିରେ ରହିଛି ଏହି ହୋଟେଲ। ଏହା ଭିତରୁ ପାଣି ଚର୍ତୁପାର୍ଶ୍ବରେ ଥିବା ମାଛ ଦୃଶ୍ୟମାନ ହୋଇଥାଏ।

worlds top 10 unique and amazing hotels
ଥରେ ବୁଲି ଆସନ୍ତୁ: କୌଣସି ସ୍ବର୍ଗଠାରୁ କମ୍ ନୁହେଁ ଏହି ହୋଟେଲ୍...

ପାହାଡର ପାଦଦେଶରେ ନିର୍ମିତ ସ୍ବିଜରଲ୍ୟାଣ୍ଡର ଏଶ୍ବର କ୍ଲିକ ହୋଟେଲ୍। ଏହାର ଭିତର ଅପେକ୍ଷା ଚାରିପାଖର ସୌନ୍ଦର୍ଯ୍ୟ ଖୁବ୍ ମନରୋମ ।

ଫ୍ରାନ୍ସର ଏଟ୍ରପ ରିବ୍ସ ହୋଟେଲ ସମ୍ପୂର୍ଣ୍ଣ ରୂପେ ପ୍ରକୃତିରେ କୋଳରେ ନିର୍ମିତ। ଏହାର ଚାରିପାଖରେ ବରଫ ଚାଦରରେ ଘୋଡାଇ ହୋଇଛି କାଚର କାନ୍ଥ । ଯାହା ପର୍ଯ୍ୟଟକଙ୍କୁ ଖୁବ୍ ପସନ୍ଦ ଆସିଥାଏ।

ଏହା ଇଟାଲୀର ରେସ୍ତୋରାଁ ଗ୍ରୋଟା ହୋଟେଲ । ଏହା ପାହାଡ ମଧ୍ୟରେ ଥିବା ଏକ ଗୁମ୍ଫା ଭିତରେ ନିର୍ମାଣ କରାଯାଇଛି । ସନ୍ଧ୍ୟା ସମୟରେ ଏହି ହୋଟେଲ ସ୍ବର୍ଗ ସଦୃଶ୍ୟ ମନେ ହୋଇଥାଏ।

ଆଇଲାଣ୍ଡ ସ୍ଥିତ ରୟାଦୀ କରାବୀରେ ନିର୍ମିତ ଏହି ହୋଟେଲ ଇଟାଲୀର ଗ୍ରୋଟା ହୋଟେଲ ପରି ଏକ ଗୁମ୍ଫାରେ ଭିତରେ ନିର୍ମାଣ କରାଯାଇଛି । ତେବେ ଏହା ସମୁଦ୍ରକୂଳରେ ଥିବାରୁ ପର୍ଯ୍ୟଟକଙ୍କୁ ଏହା ଏକ ଅନନ୍ୟ ଶାନ୍ତି ଦେଇଥାଏ।

ଇଣ୍ଡୋନେସିଆର ଅବୁଦ ହ୍ୟାଙ୍ଗିଙ୍ଗ୍ ଗାର୍ଡେନ ହୋଟେଲ। ଏହା ଏକ ଘନ ଜଙ୍ଗଲ ଭିତରେ ନିର୍ମିତ। ଜଙ୍ଗଲ ମଧ୍ୟ ଭାଗରେ ଥିବା ଏହି ହୋଟେଲ୍ ପ୍ରକୃତି ପ୍ରେମୀଙ୍କ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ। ଏହି ହୋଟେଲର ନାମ ହେଉଛି ପଞ୍ଚୋରନ ରିଟ୍ରିଟ ହୋଟେଲ। ଏହା ଇଣ୍ଡୋନେସିଆରେ ଅବସ୍ଥିତ।

ସେଣ୍ଟ ଲୁସିଆ ଲାଡେରା ରିସୋର୍ଟ । ଏଠାରେ ବସି ଆପଣ ଅନେକ ଦୃର ପର୍ଯ୍ୟନ୍ତ ପ୍ରକୃତିର ମଜା ଉଠାଇପାରିବେ ।

ଫିଲିପିନ୍ସସ୍ଥିତ ବିଲା ଏସକୁଡେରୋ ରେସ୍ତୋରାଁ । ଏଠାରେ ପର୍ଯ୍ୟଟକ ଝରଣା ମଝିରେ ବସି ଏହାର ମଜା ନେଇପାରିବେ ।

ଏକ ପାହାଡ ସଦୃଶ୍ୟ ଏହି ହୋଟେଲ କୌଣସି ଦର୍ଶନୀୟ ସ୍ଥାନ ଠାରୁ କମ୍ ନୁହେଁ । ଏଠାକୁ ଯିବାକୁ ହେଲେ ଆପଣଙ୍କୁ କାଠର ରାସ୍ତା ଅତିକ୍ରମ କରିବାକୁ ହେବ। ଚିଲି ସ୍ଥିତ ଏହି ପ୍ରିସଦ୍ଧ ହୋଟେଲର ନାମ ମୋଟାନା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.