ETV Bharat / bharat

ଲକଡାଉନ୍ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିଳମ୍ବ କରନାହିଁ: ଏମକେ ଷ୍ଟାଲିନ୍

ଡିଏମକେ ସଭାପତି ଏମ କେ ଷ୍ଟାଲିନ ଶନିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀଙ୍କୁ ରାଜ୍ୟରେ କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ...

author img

By

Published : Apr 12, 2020, 12:11 AM IST

do-not-delay-the-decision-to-extend-the-lockdown-period-mk-stalin
ଲକଡାଉନ୍ ଅବଧି ବୃଦ୍ଧି ନିଷ୍ପତ୍ତିକୁ ବିଳମ୍ବ କରନାହିଁ: ଏମକେ ଷ୍ଟାଲିନ୍

ଚେନ୍ନାଇ: ଡିଏମକେ ସଭାପତି ଏମ କେ ଷ୍ଟାଲିନ ଶନିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପାଲାନିସ୍ବାମୀଙ୍କୁ ରାଜ୍ୟରେ କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ।

ଏକ ଦେଶ ଗୋଟିଏ କୋରୋନା ଏବଂ ଗୋଟିଏ କ୍ରୟ ନୀତି ଏଡ଼ାଇବା ସହିତ ଶୀଘ୍ର ମହାମାରୀ କୋରୋନାର ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ରହିଛି ବୋଲି ଷ୍ଟାଲିନ କହିଛନ୍ତି । ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ଷ୍ଟାଲିନ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଲୋକଙ୍କର ମାନସିକ ସ୍ତରରେ ଲକଡାଉନ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ପତ୍ରରେ ଉଲ୍ଲେଖ କରିଛନ୍ତି ।

କୋଭିଡ -19 ରୋଗୀଙ୍କ ଚିକିତ୍ସା କରୁଥିବା ମେଡିକାଲ ପ୍ରଫେସନାଲ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରତିରକ୍ଷା ଉପକରଣ ଦାବି କରିଛନ୍ତ । ଗରିବ ଲୋକଙ୍କୁ ସରକାର 5000 ଟଙ୍କା ବିଶେଷ ଚାଉଳ, ତେଲ, ଡାଲି ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମାଗଣାରେ ପ୍ରଦାନ କରିବା ଉଚିତ । ସାଧାରଣ ଲୋକଙ୍କୁ ମାଗଣାରେ ଫେସ୍ ମାସ୍କ ଏବଂ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯିବା ଉଚିତ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.