ETV Bharat / bharat

ଅଯୋଧ୍ୟାରେ ତ୍ରେତୟା ଯୁଗ ଭଳି ପାଳନ ହେବ ଦୀପାବଳି - diwali celebration

ଚଳିତ ଦୀପାବଳିରେ ୩ ଲକ୍ଷ ୨୧ ହଜାର ଦୀପ ଜାଳି ଅଯୋଧ୍ୟାରେ ବିଶ୍ବ ରେକର୍ଡ କରାଯିବା ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Sep 22, 2019, 6:36 PM IST

ଲକ୍ଷ୍ନୌ: ଚଳିତ ବର୍ଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାରେ ଅକ୍ଟୋବର ୨୪ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଦୀପୋତ୍ସବ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ଦୀପୋତ୍ସବ ପାଇଁ ୟୁପି ସରକାର ବ୍ୟାପକ ଭାବରେ ପ୍ରସ୍ତୁତି କରୁଛନ୍ତି । ଦୀପାବଳି ଅବସରରେ ଏଥର ଅଯୋଧ୍ୟା ତ୍ରେତୟା ଯୁଗ ଭଳି ସଜେଇ ହୋଇ ଦୃଷ୍ଟିଆକର୍ଷଣ କରିବ । ତ୍ରେତୟା ଯୁଗରେ ଯେଉଁ ଭଳି ଲଙ୍କା ଜୟ କରି ପ୍ରଭୁ ଶ୍ରୀରାମ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ସମୟରେ ଭବ୍ୟ ସ୍ବାଗତ କରାଯାଇଥିଲା ଠିକ୍ ସେହିଭଳି ସ୍ବାଗତ କରାଯିବ ।

ଏହି ଉତ୍ସବ ପାଇଁ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ରାଜ୍ୟ ମାନଙ୍କର ସଂସ୍କୃତି ଉପରେ ଆଧାରିତ କଳାକାରଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ ରହିଛି । ଏତ୍‌ଦବ୍ୟତୀତ ଚଳିତ ଦୀପାବଳିରେ ରେ ୩ ଲକ୍ଷ ୨୧ ହଜାର ଦୀପ ଲଗାଇ ବିଶ୍ବ ରେକର୍ଡ କରାଯିବା ଲକ୍ଷ୍ୟ ରଖାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୁରିନାମ ଦେଶ ଉପରାଷ୍ଟ୍ରପତିଙ୍କୁ ଏବେଠାରୁ ନିମନ୍ତ୍ରଣ ପ୍ରେରଣ କରାଯାଇଛି ସେହିଭଳି ମରିସସ୍, ତାନିଦାଦ, ଇଣ୍ଡୋନେସିଆ, ଥାଇଲାଣ୍ଡର ରାଷ୍ଟ୍ରାଧ୍ୟକ୍ଷଙ୍କୁ ମଧ୍ୟ ଯୋଗଦେବା ନେଇ ବିଚାର କରାଯାଉଛି । ଏହି କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟଟନ ବିଭାଗ ସଚିବ ସମସ୍ତ କାର୍ଯ୍ୟକ୍ରମ ଉପରେ ନୀରିକ୍ଷଣ କରୁଛନ୍ତି ।

ଚଳିତ ବର୍ଷ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟରେ 5ଟି ଦେଶର ରାମଲୀଳାକୁ ମଞ୍ଚସ୍ଥ କରାଯିବ । ଫିଲିପିନ୍ସ ଓ ଚାଇନା ରାମଲୀଳା ମଧ୍ୟ ମଞ୍ଚସ୍ଥ ହେବ । ଏଥିସହ ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆର ଚିତ୍ରକରଙ୍କ ଦ୍ବାରା ରାମାୟଣ ଥିମ୍ ଉପରେ ଚିତ୍ରକଳା ଅଙ୍କନ ସହ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏଠାରେ ସୂଚନା ଯୋଗ୍ୟ ଯେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ସରକାର ଗଠନ କରିବା ପରଠାରୁ ଦୀପାବଳି ରାଜ୍ୟବାସୀଙ୍କ ପାଇଁ ଏକ ମୁଖ୍ୟ ଉତ୍ସବରେ ରୂପାନ୍ତରିତ ହେବା ସହ ଅଯୋଧ୍ୟାବାସୀଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଯାଏ । ଏହାର କାରଣ ପଛରେ ଏହିଭଳି ଭବ୍ୟ ଆୟୋଜନ ।

Intro:Body:

zsdgdh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.