ETV Bharat / bharat

ପୁଲଓ୍ବାମାରେ କୋରୋନା ସ୍ଥିତି ସମୀକ୍ଷା କଲେ ଡିଭିଜନାଲ କମିଶନର ପାଣ୍ଡୁରାଙ୍ଗ କେ .ପୋଲ - Div Com visits Pulwama, takes stock of COVID-19 control measures.

ପୁଲଓ୍ବାମାରେ କୋରୋନା ସ୍ଥିତି ସମୀକ୍ଷା କଲେ ଡିଭିଜନାଲ କମିଶନର ପାଣ୍ଡୁରାଙ୍ଗ କେ .ପୋଲ । ଅଧିକ ପଢନ୍ତୁ....

Div Com visits Pulwama, takes stock of COVID-19 control measures.
ପୁଲଓ୍ବାମାରେ କୋରୋନା ସ୍ଥିତି ସମୀକ୍ଷା କଲେ ଡିଭିଜନାଲ କମିଶନର ପାଣ୍ଡୁରାଙ୍ଗ କେ .ପୋଲ
author img

By

Published : Apr 1, 2020, 11:34 PM IST

ଶ୍ରୀନଗର : କୋରୋନାକୁ ନେଇ ଚିନ୍ତାରେ ସାରା ବିଶ୍ବ । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1637 ଥିବା ବେଳେ 38 ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ, ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ସଂକ୍ରମଣକୁ ରୋକିବା ନେଇ ସାରା ଭାରତକୁ ମୋଦି ସରକାର ଲକ ଡାଉନ ଘୋଷଣା କରିଛନ୍ତି ।

ଆଉ ସବୁଠି କୋରୋନା ସଚେତନତା ମଧ୍ୟ କରାଯାଉଛି । ଏହି କ୍ରମରେ ପୁଲୱାମା ଜିଲ୍ଲା ଗସ୍ତ କରିଥିଲେ ଡିଭିଜନାଲ କମିଶନର ପାଣ୍ଡୁରାଙ୍ଗ କେ .ପୋଲ । ଜିଲ୍ଲା ପ୍ରଶାସନ କୋରୋନା ନିୟନ୍ତ୍ରଣ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରଛି ତାହାର ସମୀକ୍ଷା କରିଥିଲେ ।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.