ETV Bharat / bharat

ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ବାସସ୍ଥାନ ଯୋଗାଇବାକୁ ଦାବି

author img

By

Published : Feb 4, 2020, 9:37 PM IST

କାଶ୍ମୀର ପୁର୍ନବାସ ସମିତି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି । ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ବାସଗୃହ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖାଯାଇଛି । ଅଧିକ ପଢନ୍ତୁ...

Displaced Kashmiri Pandit
ଫାଇଲ ଫଟୋ

ଜମ୍ମୁ: କାଶ୍ମୀର ପୁର୍ନବାସ ସମିତି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛି । ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ବାସଗୃହ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖାଯାଇଛି । ସୋମବାର ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ରରେ କାଶ୍ମୀର ପଣ୍ଡିତଙ୍କୁ ଯଥାଶୀଘ୍ର ବାସଗୃହ ଯୋଗାଇବାକୁ ନୀତି ଘୋଷଣା କରନ୍ତୁ ବୋଲି କୁହାଯାଇଛି । ଆଉ ଏ ସୁବିଧା ମାର୍ଚ୍ଚ ସୁଦ୍ଧା କରିବାକୁ କୁହାଯାଇଛି । ସମିତି ମତରେ, କେନ୍ଦ୍ର ସରକାର ସର୍ବଦା କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ହିଂସାକୁ ନେଇ ଦୁଃଖପ୍ରକାଶ କରନ୍ତି କିନ୍ତୁ ଆଜି ଯାଏଁ କୌଣସି ସହାୟତା ଯୋଗାଇ ଦେଇନଥିବା କହିଛନ୍ତି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.