ETV Bharat / bharat

ଗୌହାଟୀରେ ସାନିଟାଇଜର ସ୍ପେ, କୀଟାଣୁମୁକ୍ତ ହେଉଛି କାନ୍ଥବାଡ

କୋରୋନା ପାଇଁ ସଚେତନତା । ଗୌହାଟୀର ବିଭିନ୍ନ ଅଞ୍ଚଳରେ କରାଯାଉଛି ସାନିଟାଇଜର ସ୍ପେ । ଅଧିକ ପଢନ୍ତୁ.....

Disinfectants were sprayed at different parts of Guwahati
ଗୌହାଟୀର ବିଭିନ୍ନ ଅଞ୍ଚଳରେ କରାଯାଇଛି ସାନିଟାଇଜର ସ୍ପେ
author img

By

Published : Mar 29, 2020, 10:16 AM IST

ଗୌହାଟୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ ଡାଉନ ଜାରି ହୋଇଛି । ଲୋକଙ୍କୁ ଅଯଥା କାମରେ ବାହାରକୁ ନ ଆସି ଘରେ ରହିବା ପାଇଁ କେନ୍ଦ୍ର ସରକାର ନିବେଦନ ମଧ୍ୟ କରିଛନ୍ତି ।

ତେବେ ପରିଷ୍କାର ପରିଚ୍ଛନ୍ନତା ମାଧ୍ୟମରେ କୋରୋନା ପ୍ରତିହତ କରି ହେବ । ସେହି କ୍ରମରେ ଆସାମ ସରାକାର ମଧ୍ୟ ଏଥିରେ ଦୁଇ ପାଦ ଆଗରେ ଅଛନ୍ତି । ରାଜଧାନୀ ଗୌହାଟୀକୁ ପରିଷ୍କାର ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ସହରର ବିଭିନ୍ନ ଅଞ୍ଚଳରେ କୋରୋନା ଭାଇରସ ନ ବ୍ୟାପିବା ପାଇଁ ସାନିଟାଇଜର ସ୍ପେ କରାଯାଇଛି । ରାସ୍ତା ସମେତ ଘର ଗୁଡିକର କାନ୍ଥ ଗୁଡିକୁ ମଧ୍ୟ ସ୍ପେ କରୁଛନ୍ତି ସଫେଇ କର୍ମଚାରୀ ।

ସୌଜନ୍ୟ @ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.