ETV Bharat / bharat

ପୁଲୱାମା ବିସ୍ଫୋରଣ: ଆକ୍ରମଣ ନା ଦୁର୍ଘଟଣା ? ଜାଣିପାରୁନାହାନ୍ତି କଂଗ୍ରେସ ନେତା - congress leader

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । କିନ୍ତୁ ଏହା ଉପରେ ଏବେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ ।

ଫାଇଲ ଫଟୋ
author img

By

Published : Mar 5, 2019, 12:32 PM IST

ନୂଆଦିଲ୍ଲୀ: ଗତ ଫେବୃୟାରୀ 14ରେ ଘଟିଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ଜୈସ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ବାରା ଏହି ବିସ୍ଫୋରଣ ହୋଇଥିଲା । ଏହାକୁ 19 ଦିନ ପୁରିବାକୁ ବସିଲାଣି କିନ୍ତୁ ପ୍ରକୃତରେ ଏହା ଆକ୍ରମଣ ନା ଦୁର୍ଘଟଣା ତାହା ଜାଣିପାରିଲେନି କଂଗ୍ରେସ ନେତା ।

ଏହା ହେଉଛି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ କାହାଣୀ । ପ୍ରକୃତରେ ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିଲା ଏୟାର ଷ୍ଟ୍ରାଇକ । ଏଥିରେ 300 ଆତଙ୍କବାଦୀ ମରିଥିବା ଦାବି କରାଯାଇଥିଲା । କିନ୍ତୁ ଏହା ଉପରେ ଏବେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅସଲରେ କେତେ ଆତଙ୍କୀ ନିପାତ ହୋଇଛନ୍ତି ତାହାର ହିସାବ ଦେବାକୁ ସରକାରଙ୍କୁ କହିଛନ୍ତି ବିରୋଧୀ । ଏହାକୁ ନେଇ ଦିଗବିଜୟ ଗତକାଲି ଟ୍ବିଟ କରି ମୋଦି ସରକାରଙ୍କୁ ନିଶାଣ ବନାଇଥିଲେ ।

ତେବେ ଏହି ଅବସରରେ ସେ ଏକ ଛୋଟ ଭୁଲ କରିଦେଇଥିଲେ । ପୁଲୱାମା ଆକ୍ରମଣ ବିଷୟରେ ଲେଖିବା ସମୟରେ ସେ ଏହାକୁ ଦୁର୍ଘଟଣା ବୋଲି ଲେଖିଥିଲେ । ପ୍ରକୃତରେ ସେ ଏକ ଟ୍ବିଟ କରି ଲେଖିଥିଲେ ଯେ ପୁଲୱାମା ଦୁର୍ଘଟଣା ପରେ ଆମ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଦିଗବିଜୟ ଟ୍ରୋଲ ହୋଇଛନ୍ତି ।

  • किन्तु पुलवामा दुर्घटना के बाद हमारी वायु सेना द्वारा की गयी “Air Strike" के बाद कुछ विदेशी मीडिया में संदेह पैदा किया जा रहा है जिससे हमारी भारत सरकार की विश्वसनीयता पर भी प्रश्न चिन्ह लग रहा है।

    — digvijaya singh (@digvijaya_28) March 5, 2019 " class="align-text-top noRightClick twitterSection" data=" ">

ବୋଧହୁଏ ମୋଦି ସରକାରଙ୍କୁ ସମାଲୋଚନା କରିବାରେ ଦିଗବିଜୟ ଏତେ ବ୍ୟସ୍ତ ରହିଯାଇଛନ୍ତି ଯେ କଣ ଲେଖୁଛନ୍ତି ତାହା ତାଙ୍କୁ ଜଣାପଡୁନାହିଁ । ଲକ୍ଷ୍ୟ ମୋଦି ସରକାରଙ୍କୁ ବଦନାମ କରିବା । ସେଥିପାଇଁ ଆତଙ୍କବାଦୀ ଆକ୍ରମଣ ଦୁର୍ଘଟଣା ହୋଇଯାଉ ପଛେ ଚିନ୍ତା ନାହିଁ । ଏହା କିଛି ଫରକ ପକାଉନାହିଁ । ଏହି ଟ୍ବିଟ ଗତକାଲି ଅପରାହ୍ନରେ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହାକୁ ସଂଶୋଧନ କରାଯାଇନାହିଁ । ବୋଧହୁଏ ଏହା ଦିଗବିଜୟଙ୍କ ପାଇଁ ଏକ ସାଧାରଣ ଭୁଲ ଯାହାକୁ ଠିକ କରିବାର ଯଥାର୍ଥତା ନାହିଁ ।

  • प्रधान मंत्री जी आपकी सरकार के कुछ मंत्री कहते हैं ३०० आतंकवादी मारे गये भाजपा अध्यक्ष कहते हैं २५० मारे हैं, योगी आदित्यनाथ कहते हैं ४०० मारे गये और आपके मंत्री SS Ahluwalia कहते एक भी नहीं मरा।और आप इस विषय में मौन हैं। देश जानना चाहता है कि इसमें झूठा कौन है।

  • हमें हमारी सेना पर उनकी बहादुरी पर गर्व है व सम्पूर्ण विश्वास है। सेना में मैंने मेरे अनेकों परिचित व निकट के रिश्तेदारों को देखा है किस प्रकार वे अपने परिवारों को छोड़ कर हमारी सुरक्षा करते हैं। हम उनका सम्मान करते हैं।

ଅଥବା ହୁଏତ ନିଜର ଏତେ ବର୍ଷର ରାଜନୈତିକ ଅଭିଜ୍ଞତା ବଳରେ ଦିଗବିଜୟ ଜାଣିବାକୁ ପାଇଥିଲେ ଯେ ଆତଙ୍କବାଦୀ ଆକ୍ରମଣ କରନ୍ତି ନାହିଁ ସେମାନେ ଦୁର୍ଘଟଣା ଘଟାନ୍ତି । କଂଗ୍ରେସ ନେତାଙ୍କ ପାଇଁ ବୋଧହୁଏ ଆତଙ୍କୀ ଆକ୍ରମଣ ଏକ ଦୁର୍ଘଟଣା । ଏଥିରେ ଶହୀଦ ଯବାନ ସେମାନଙ୍କ ପାଇଁ ବୋଧହୁଏ ସାଧାରଣ ଜନତା ଯିଏ ଦୁର୍ଘଟଣାରେ ଜୀବନ ଦେଇଛନ୍ତି । ଏହି ଟ୍ବିଟକୁ ଅନେକ ଲୋକ ସମାଲୋଚନା କରିଛନ୍ତି । ଏହାକୁ ଦୁର୍ଘଟଣା କହି ସେ ଶହୀଦ ଯବାନଙ୍କୁ ଅପମାନିତ କରିଛନ୍ତି ବୋଲି କିଛି ଲୋକ ଟ୍ବିଟ କରିଛନ୍ତି ।

ରାଜ୍ୟ ସରକାର ଅନୁସୂଚିତ ଜାତି ବର୍ଗ ଙ୍କ କ୍ଷେତ୍ରେ ଉଚିତ କାର୍ଯ୍ୟ କରୁନାହାନ୍ତି ।ସେମାନଙ୍କୁ ଯେଉଁ ଭଳି ବିକାଶ ଧାରାରେ ଯୋଡିବା କଥା ତାହା ରାଜ୍ୟ ସରକାର ପାଳନ କରିନଥିବା ଜାତୀୟ ଅନୁସୂଚିତ ଜାତି କମିଶନର ଙ୍କ ସଦସ୍ୟ ଅଭିଯୋଗ କରିଛନ୍ତି । ଓଡିଶା ଗସ୍ଥ ରେ ଆସୁଥିବା କମିଶନ ର ସଦସ୍ୟ ଡ଼ ଯୋଗେଦ୍ର ପାଶ୍ୱଆନ ଅନୁଗୋଳ ଜିଲା କୁ ଆସିଥିବା ବେଳେ ସରକାର ଅନଶୁଚିତ ମାନଙ୍କୁ ଅବହେଳା କରାଯାଉଥିବା କହିଛନ୍ତି । ରାଜ୍ୟ ମୋଟ ଜନ ସଂଖ୍ୟାର ୧୬.୫ ପ୍ରତିଶତ ଅନୁସୂଚିତ ଜାତି ବର୍ଗର । ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାର କାର୍ଯ୍ୟକରିବା ଆବଶ୍ୟକତା କଥା କମିଶନ ସଦସ୍ୟ କହିଛନ୍ତି । ଅନୁଗୋଳ ରେ ଜିଲା ପ୍ରଶାସନ ର ଅଧିକାର  ଓ ଏସ୍ପି ଙ୍କ ସହ ମଧ୍ୟ  ଆଲୋଚନା କରିଛନ୍ତି । ଜିଲ୍ଲା ରେ କେତେକ ବିଭାଗ ଅନୁସୂଚିତ ଜାତି ବର୍ଗ ପାଇଁ କୌଣସି କାର୍ଯ୍ୟ ଠିକରେ କରିନଥିବା ସଦସ୍ୟ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଜାତି ଆଣ ମାମଲାରେ ପୋଲିସ ଓ ପ୍ରଶାସନର ତଥ୍ୟରେ ତାଳ ମେଳ ନଥିବା ମଧ୍ୟ କହିଛନ୍ତି ସଦସ୍ୟ । ଏହି ଗସ୍ଥ ସମୟରେ ଜିଲା କିଛି ଅନୁସୂଚିତ ଜାତି ଲୋକଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ।
Byte- ଯୋଗେନ୍ଦ୍ର ପାଶ୍ୱଆନ , ସଦସ୍ୟ ଜାତୀୟ ଅନୁସୂଚିତ ଜାତି କମିଶନ ।
Visual&byte on MOJO 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.