ETV Bharat / bharat

ଡିଜେଲ ଦରରେ 30 ପଇସା ବୃଦ୍ଧି, ପେଟ୍ରୋଲ ଅପରିବର୍ତ୍ତିତ

author img

By

Published : Dec 20, 2019, 1:11 PM IST

ଲାଗାତରା ବୃଦ୍ଧି ପାଉଛି ଡିଜେଲ ଦର । ଦୁଇ ଦିନ ଭିତରେ ରାଜଧାନୀ ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଲିଟର ପିଛା 30 ପଇସାକୁ ବୃଦ୍ଧି ପାଇଛି ।

diesel price hike
30 ପଇସାକୁ ବୃଦ୍ଧି ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ବୃଦ୍ଧି ପାଉଛି ଡିଜେଲ ଦର। ଦୁଇ ଦିନ ଭିତରେ ରାଜଧାନୀ ଦିଲ୍ଲୀ ଏବଂ କୋଲକାତାରେ ଡିଜେଲ ଲିଟର ପିଛା 30 ପଇସା ବୃଦ୍ଧି ପାଇଛି। ସେପଟେ ପେଟ୍ରୋଲ ଦର ସ୍ଥିର ଥିବା ଜଣାପଡିଛି। ମୁମ୍ବାଇ ଏବଂ ଚେନ୍ନାଇରେ ଡିଜେଲ ଦର ବିଗତ ଦୁଇ ଦିନରେ ବୃଦ୍ଧି ପାଇ 32 ପଇସାରେ ପହଞ୍ଚିଛି।

ଇଣ୍ଡିଆ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ ଦର ପୂର୍ବଭଳି ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 74 ଟଙ୍କା 63 ପଇସା, କୋଲକାତାରେ 77.29 ଟଙ୍କା, ମୁମ୍ବାଇରେ 80.29 ଟଙ୍କା, ଚେନ୍ନାଇରେ 77 ଟଙ୍କା 58 ପଇସା ରହିଛି। ହେଲେ 4ଟି ସହରରେ ଡିଜେଲ ଦର କ୍ରମଶଃ ଲିଟର ପିଛା 66 ଟଙ୍କା 34 ପଇସା, 68.75 ଟଙ୍କା , 69.59 ଟଙ୍କା ଏବଂ 70 ଟଙ୍କା 13 ପଇସା ରହିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.