ETV Bharat / bharat

5 ଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

author img

By

Published : Sep 7, 2019, 12:30 PM IST

ଆଜିଠୁ ସାଉଦି ଆରବ, ୟୁଏଇ(ସଂଯୁକ୍ତ ଆରବ ଏମିରେଟ୍‌ସ), କାତାର ଗସ୍ତରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: 5 ଦିନିଆ ବିଦେଶ ଗସ୍ତରେ ଯିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିଠୁ ସାଉଦି ଆରବ, ୟୁଏଇ(ସଂଯୁକ୍ତ ଆରବ ଏମିରେଟ୍‌ସ), କାତାର ପ୍ରମୁଖ ଦେଶକୁ ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ରହିଛି । ତୈଳ, ପ୍ରାକୃତିକ ଗ୍ୟାସ୍ ଓ ଷ୍ଟିଲ ସମ୍ବନ୍ଧରେ ଚର୍ଚ୍ଚା କରିବାର ସୂଚନା ମିଳିଛି।

ସାଉଦି ଆରବରେ ପ୍ରତିପକ୍ଷ ଖଲିଦ ଅଲ-ଫାଲିହ୍‌ ଓ ୟୁଏଇ ପ୍ରତିପକ୍ଷ ସୁହେଲ ମହମ୍ମଦ ଫରାଜ ଅଲ ମାଜରୋଇଙ୍କ ସହ ଆଲୋଚନା କରିବେ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି କାତାର ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କ ଅନୁରୋଧ କ୍ରମେ ଧର୍ମେନ୍ଦ୍ର ପ୍ରଧାନ ଏହି ଗସ୍ତରେ ଯାଇଛନ୍ତି । ଏହି ଅବସରରେ କାତାର ପ୍ରତିପକ୍ଷ ସାଦ ଶେରିଦା ଅଲ କାବିଙ୍କୁ ଭେଟିବେ ବୋଲି ସେ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.