ETV Bharat / bharat

ଲାଲବାଗଚା ରାଜା ପେଣ୍ଡାଲରେ 20 ଫୁଟିଆ ମହାକାଶଚାରୀ ଗଜରାଜ - ଲାଲବାଗଚା ରାଜାପେଣ୍ଡାଲ

ମୁମ୍ବାଇର ପ୍ରସିଦ୍ଧ ବା ସବୁଠୁ ବଡ ଲାଲବାଗଚା ରାଜାପେଣ୍ଡାଲରେ ମହାକାଶରେ ପୂଜା ପାଉଛନ୍ତି 20 ଫୁଟ୍‌ ର ମୂଷିକରାଜ । କେବଳ ସାଧାରଣ ଜନତା ନୁହେଁ ବଡ ବଡ ନେତା ମଧ୍ୟ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଆସିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Sep 2, 2019, 2:40 PM IST

ମୁମ୍ବାଇ: ଧରାପୃଷ୍ଠରେ ଶ୍ରୀଗଣେଶଙ୍କ ଆଗମନରେ ଚଳଚଞ୍ଚଳ ସମଗ୍ର ଦେଶ । ମୁମ୍ବାଇର ପ୍ରସିଦ୍ଧ ବା ସବୁଠୁ ବଡ ଲାଲବାଗଚା ରାଜାପେଣ୍ଡାଲରେ ମହାକାଶରେ ପୂଜା ପାଉଛନ୍ତି 20 ଫୁଟ୍‌ ର ମୂଷିକରାଜ । ଶ୍ରୀଗଣେଶଙ୍କ ଆଶୀର୍ବାଦ ନେବାକୁ ଜନସମାଗମ ଦେଖିବାକୁ ମିଳିଛି । ଭକ୍ତଙ୍କ ମଧ୍ୟରେ କେବଳ ସାଧାରଣ ଜନତା ନୁହେଁ ବଡ ବଡ ନେତା ମଧ୍ୟ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଆସିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜ ପତ୍ନୀଙ୍କ ସହ ସିଦ୍ଧିବିନାୟକ ଦର୍ଶନ କରିସାରିଛନ୍ତି । ପରେ ଲାଲବାଗଚାରେ ଶ୍ରୀଗଣେଶଙ୍କ ଦର୍ଶନ କରିବାକୁ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟେକ ବର୍ଷ ପୂଜାପଣ୍ଡପରେ ରଖାଯାଏ କିଛି ନିଆରା ଥିମ୍‌ । ଚଳିତବର୍ଷ ଲାଲବାଗଚାରେ ଏକ ନିଆରା ଥିମ ରଖାଯାଇଛି । ଯେଉଁଠି ମହାକାଶରେ ପୂଜା ପାଉଛନ୍ତି ବିଘ୍ନବିନାଶକ । ଚନ୍ଦ୍ରଯାନ-2 କ୍ଷେପଣକୁ ନେଇ ସମାନ ଭାବେ ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । ପେଣ୍ଡାଲକୁ ଦେଖିଲେ ଲାଗୁଛି ସତେ ଯେପରି ମହାକାଶରେ ଗଣେଶ ଭାସୁଛନ୍ତି । ତେବେ 10 ଦିନ ଧରି ଗଣେଶଙ୍କ ଏହି ରୂପ ଦେଖିବେ ଭକ୍ତ। ପୁଣି ଗଣେଶଙ୍କୁ ମହାକାଶଚାରୀ ଓ ମହାକାଶ ଯାନ ଘେରି ରହିଥିବା ଭଳି ଦୃଶ୍ୟ ଆପଣ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ଲାଲବାଗଚା ରାଜାପେଣ୍ଡାଲ
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ଆୟୋଜନକାରୀଙ୍କ କହିବାନୁଯାୟୀ 10 ଦିନରେ ପାଖାପାଖି ଦେଢ କୋଟି ଲୋକ ଗଜାନନଙ୍କ ଦର୍ଶନ ପାଇଁ ଆସିଛନ୍ତି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିସିଟିଭି ସହ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ଚଳିତବର୍ଷ ନିଆରା ଥିମ କରାଯାଇଥିବାରୁ ପ୍ରବଳ ଭିଡ ହେବା ଆଶଙ୍କା କରାଯାଉଛି ।

Intro:मुंबई
'लालबागचा राजा सार्वजनिक उत्सव मंडळाने यंदाचा देखावा भारताची अंतराळ संशोधन संस्था 'इस्त्रो' च्या कार्य कर्तुत्वाला सलाम करणारा देखावा प्रसिद्ध कला दिरदर्शक नितीन देसाई यांनी साकारला आहे. मागच्या वर्षी लालबागच्या राजा मंडळांनी पर्यावरण पूरक देखावा साकारला होता.Body:नुकतंच इस्त्रोने अवकाशा 'चांद्रयान २' सोडलेले चंद्राच्या कक्षेत प्रदक्षिणा घालत आहे. चांद्रयान २ मधून लँडर 'विक्रम' ७ सप्टेंबर २०१९रोजी पहाटे चांद्रभूमीवर साँफ्ट लँडिंग करणार आहे. या पार्श्वभूमीवर भारताने अंतराळ क्षेत्रात केलेली प्रगतीला सलाम करण्यासाठी यंदाच्या वर्षी लालबागचा राजा व चांद्रभूमीवर विराजमान झाला आहे.

भारताच्या 'चांद्रयान २' मोहीमे सोबत भविष्यातील 'गगनयान' या भारतीय अंतराळवीरांना अवकाशात घेउन जाणारी मोहीमेसाठीही लालबागचा राजाच्या शुभेच्छा आहेत. भारताला सुपर पाँवर बनवण्यासाठी इस्त्रो करत असलेली एतिहासीक कामगिरीचा गौरवच यंदा लालबागाच्या राजाच्या राजेशाही दरबारात आपल्याला पहायला मिळणार आहे असे मंडळाचे पदाधिकारी यांनी सांगितले.Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.