ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: ମୋଟ 54.65% ମତଦାନ ରେକର୍ଡ - ଦିଲ୍ଲୀ ବିଧାନସଭା ନିର୍ବାଚନ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୋଟ 54.65% ମତଦାନ ରେକର୍ଡ ହୋଇଛି।

DelhiElections2020: 42.70% voter turnout in Delhi assembly polls till 4 pm
ଦିଲ୍ଲୀ ବିଧାନସଭା ନିର୍ବାଚନ: ଦିନ 5ଟା ସୁଦ୍ଧା 44.52 ପ୍ରତିଶତ ମତଦାନ
author img

By

Published : Feb 8, 2020, 5:22 PM IST

Updated : Feb 8, 2020, 7:05 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୋଟ 54.65% ମତଦାନ ରେକର୍ଡ ହୋଇଛି। ନିର୍ବାଚନ କମିଶନଙ୍କ ଭୋଟର ଟର୍ଣ୍ଣ ଆଉଟ ଆପ ଜରିଆରେ ଏହି ତଥ୍ୟ ରେକର୍ଡ କରାଯାଇଛି ।

ଦିଲ୍ଲୀରେ ଦିନ 12ଟା ସୁଦ୍ଧା ମାତ୍ର 15.57 ଭୋଟ ଦାନ ହୋଇଥିଲା । ସେହିଭଳି ଦିନ 2ଟା ବେଳକୁ ଭୋଟ ଦାନ ହାର ବୃଦ୍ଧି ପାଇ 28.14 ପ୍ରତିଶତରେ ପହଞ୍ଚିଥିଲା । ସେହିପରି ଦିନ 3ଟା ସୁଦ୍ଧା 30.18 ପ୍ରତିଶତ ଭୋଟର ଭୋଟ ଦେଇଥିବା ରେକର୍ଡ କରାଯାଇଥିଲା । ସନ୍ଧ୍ୟା 6ଟା ସୁଦ୍ଧା 54.65% ଭୋଟ ରେକର୍ଡ ହୋଇଥିଲା । ଦିଲ୍ଲୀରେ 1.4 କୋଟି ଭୋଟର ଅଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Feb 8, 2020, 7:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.