ETV Bharat / bharat

ଟ୍ରେନ ପରେ ବସ ବନ୍ଦ, ଦିଲ୍ଲୀରୁ ଲାହୋର ଗଡିବନି ବସ - ଭାରତ

ସୋମବାର ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ(ଡିଟିସି) ଦିଲ୍ଲୀ-ଲାହୋର ବସ ସେବା ବନ୍ଦ କରିବା ନେଇ ଘୋଷଣା କରିଛି ।

ଫାଇଲ ଫଟୋ
author img

By

Published : Aug 12, 2019, 5:32 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା-370 ଉଚ୍ଛେଦ କରିବା ପରେ ଭାରତ ଉପରେ ଗରମ ଦେଖାଉଛି ପାକିସ୍ତାନ । ଏହି କ୍ରମରେ ଭାରତ-ପାକିସ୍ତାନ ମଧ୍ୟରେ ଗଡୁଥିବା ଦିଲ୍ଲୀ-ଲାହୋର ବସ ସେବାକୁ ବନ୍ଦ କରିଦେଇଥିଲା ପାକ୍‌ । ଯାହାର ଜବାବରେ ଭାରତ ମଧ୍ୟ ଏହି ସେବାକୁ ନିଜ ପଟୁ ବନ୍ଦ କରିଦେଇଛି ।

ସୋମବାର ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ(ଡିଟିସି) ଦିଲ୍ଲୀ-ଲାହୋର ବସ ସେବା ବନ୍ଦ କରିବା ନେଇ ଘୋଷଣା କରିଛି । ଅଗଷ୍ଟ 12(ସୋମବାର) ରୁ ଆଉ ଏହି ବସ ସେବା ଉପଲବ୍ଧ ହେବାନାହିଁ ବୋଲି ଡିଟିସି ପକ୍ଷରୁ କୁହାଯାଇଛି ।

ଏହା ପୂର୍ବରୁ ପାକିସ୍ତାନ ସମଝୌତା ଏକ୍ସପ୍ରେସ ବନ୍ଦ କରିବାର ନିଷ୍ପତ୍ତି ପରେ ରବିବାର ଭାରତ ମଧ୍ୟ ଏହି ଟ୍ରେନକୁ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.