ETV Bharat / bharat

ଜେଏନୟୁ ହିଂସା: ହ୍ବାଟ୍ସଆପ ଗ୍ରୁପ ମେମ୍ବରଙ୍କ ଫୋନ ଜବତ କରିବାକୁ ହାଇକୋର୍ଟର ନିର୍ଦ୍ଦେଶ - 2 group member phone seize

ଜେଏନୟୁରେ ଜାନୁଆରୀ 5ରେ ହୋଇଥିବା ହିଂସା ଘଟଣା ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ହ୍ବାଟ୍ସଆପ ଜରିଆରେ ଗ୍ରୁପ କରି ହିଂସାକୁ ରୂପ ଦେଉଥିବା ଦୁଇ ଗ୍ରୁପ ମେମ୍ବରଙ୍କ ମୋବାଇଲ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅଧିକ ପଢନ୍ତୁ...

JNU violenece update
ଜେଏନୟୁ ହିଂସା
author img

By

Published : Jan 15, 2020, 3:55 AM IST

ନୂଆଦିଲ୍ଲୀ: ଜେଏନୟୁରେ ଜାନୁଆରୀ 5ରେ ହୋଇଥିବା ହିଂସା ଘଟଣା ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଏହାକୁ ନେଇ ଆଜି(ମଙ୍ଗଳବାର) ହାଇକୋର୍ଟରେ ଶୁଣାଣି କରାଯାଇଛି । ଅଧ୍ୟାପକ ଅମିତ ପରମେଶ୍ବରନ୍, ଅତୁଲ୍ ସୁଦ ଓ ଶୁକ୍ଲା ବିନାୟକ ସାବନ୍ତଙ୍କ ପକ୍ଷରୁ ଏହି ଯାଚିକା ଦାଖଲ କରାଯାଇଥିଲା ।

ହ୍ବାଟ୍ସଆପ ଜରିଆରେ ଗ୍ରୁପ କରି ହିଂସାକୁ ରୂପ ଦେଉଥିବା ଦୁଇ ଗ୍ରୁପ ମେମ୍ବରଙ୍କ ମୋବାଇଲ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ‘ଫ୍ରେଣ୍ଡସ ଅଫ ଆରଏସଏସ’ ଓ ‘ୟୁନିଟି ଅଗେନଷ୍ଟ ଲେଫ୍ଟ’ର ଦୁଇଟି ଗ୍ରୁପର ସଦସ୍ୟଙ୍କ ଫୋନ ଜବତ କରି ଡାଟା ସଂରକ୍ଷିତ କରିବାକୁ ଆଦେଶ ଦିଆଯାଇଛି ।

ଅନ୍ୟପକ୍ଷେ ଗୁଗୁଲ ଓ ହ୍ବାଟ୍ସଆପକୁ ହିଂସା ସମ୍ବନ୍ଧୀୟ ସେୟାର କରାଯାଉଥିବା ଡାଟା ଓ ଅନ୍ୟ ପ୍ରମାଣକୁ ସଂରକ୍ଷିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଇମେଲକୁ ମଧ୍ୟ ସାମିଲ କରାଯାଇଛି । ପ୍ରକାଶଥାଉକି, ଏହି ଯାଚିକାରେ ଡାଟା, ସିସିଟିଭି ଫୁଟେଜ, ଅନ୍ୟ ସାଖିକୁ ସୁରକ୍ଷିତ ରଖିବାକୁ ଦାବୀ କରାଯାଇଥିଲା ।

Intro:Body:

pond cleaning going  on in a village of odisha. but just see the video, one of differntly-abled person cleaning pond with other people. He is cleaning pond with great enthusiasm, which shows his dedication to do something for society. After this video lands in internet, its getting viral.....

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.