ETV Bharat / bharat

ବିମାନସେବା କର୍ମଚାରୀଙ୍କୁ ପିପିଇ କିଟ୍ ଯୋଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ - କୋରୋନା ନ୍ୟୁଜ

କୋରୋନା ମହାମାରୀ ସମୟରେ ବିଦେଶୀ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ଚଳାଚଳ କରୁଥିବା ପାଇଲଟ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କୁ ପର୍ଯ୍ୟାପ୍ତ ପିପିଇ କିଟ୍ ଯୋଗାଇବା ପାଇଁ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ।

_corona
ବିମାନସେବା କର୍ମଚାରୀଙ୍କୁ ପିପିଇ କିଟ୍ ଯୋଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
author img

By

Published : Apr 19, 2020, 10:54 AM IST

ନୂଆଦିଲ୍ଲୀ: ପାଇଲଟ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କୁ ପର୍ଯ୍ୟାପ୍ତ ପିପିଇ କିଟ୍ ଯୋଗାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । କୋରୋନା ମହାମାରୀ ସମୟରେ ବିଦେଶୀ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ଆଣିବା ପାଇଁ ଚଳାଚଳ କରୁଥିବା ପାଇଲଟ ଏବଂ କ୍ୟାବିନ କ୍ରୁ ସଦସ୍ୟଙ୍କୁ ପର୍ଯ୍ୟାପ୍ତ ପିପିଇ କିଟ୍ ଯୋଗାଇବା ପାଇଁ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ।

ବୈଭବ ଶର୍ମାଙ୍କ ଦ୍ବାରା ତାଙ୍କ ଓକିଲ ଏଚଏସ୍ ନନ୍ଦାଙ୍କ କରିଥିବା ଏହି ଆବେଦନକୁ ନେଇ ଅଭିଯୋଗ କରିଛନ୍ତି ଯେ, ପିପିଇ କିଟ୍ ଦିଆଯାଉଥିଲେ ମଧ୍ୟ ଏହା ସମସ୍ତ କ୍ରୁଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ । ଯାହା ସୁରକ୍ଷା ଓ ସୁରକ୍ଷା ନିର୍ଦ୍ଦେଶାବଳୀ ବିରୁଦ୍ଧ ଅଟେ।

ଏଥିସହ ସେ କହିଛନ୍ତି, ପାଇଲଟ ଏବଂ ଅନ୍ୟ କ୍ରୁ ମେମ୍ବରମାନେ ଫେରିବା ପରେ ଘରେ କ୍ବାରେଣ୍ଟାଇନରେ ରହିବା ପରିବର୍ତ୍ତେ ବିମାନ ବନ୍ଦର ନିକଟସ୍ଥ କୌଣସି ହୋଟେଲରେ କ୍ବାରେଣ୍ଟାଇନରେ ରଖାଯାଉ ବୋଲି ଦାବି କରିଛନ୍ତି ।

ଜଷ୍ଟିସ ଜେଆର ମିଧା ଏବଂ ଜଷ୍ଟିସ ଜ୍ୟୋତି ସିଂ ଏହି ଆବେଦନକୁ ଖାରଜ କରି କହିଛନ୍ତି, ବିମାନ ସେବା କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.