ETV Bharat / bharat

କରତାରପୁର କରିଡର: ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ତୀର୍ଥଯାତ୍ରା - Mukhyamantri Tirth Yatra Yojana

ଶନିବାର କରତାରପୁର କରିଡରର ଉଦଘାଟନ କରାଯିବାର ରହିଛି । ଏହି ସମୟରେ ଶୁକ୍ରବାର ଦିଲ୍ଲୀ ସରକାର ବରିଷ୍ଠ ତୀର୍ଥଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରାର ସୁବିଧା ଯୋଗାଇ ଦେଇଛନ୍ତି।

ଫାଇଲ ଫଟୋ
author img

By

Published : Nov 9, 2019, 10:22 AM IST

ନୂଆଦିଲ୍ଲୀ: କରତାରପୁର କରିଡରକୁ ନେଇ ଦିଲ୍ଲୀ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । କରିଡର ଦେଇ ଯିବାକୁ ଥିବା ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରାକୁ ମାଗଣା ରଖାଯାଇଛି । ଶୁକ୍ରବାର ଏହି ଯୋଜନାକୁ ସ୍ବୀକୃତି ପ୍ରଦାନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଦିଲ୍ଲୀ-ଅମ୍ରିତସର-ୱାଘା ବର୍ଡର-ଆନନ୍ଦପୁର ସାହିବର ଏକ ଅଂଶ ହେଉଛି କରତାରପୁର କରିଡର । ଏହା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କରତାରପୁର କରିଡର ଦେଇ ବିନା ଭିସାରେ ଭାରତୀୟ ତୀର୍ଥଯାତ୍ରୀ ଯାତାୟତ କରିପାରିବେ।

ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ଯୋଜନା ଅଧିନସ୍ଥ ଦିଲ୍ଲୀର ପ୍ରତି ବିଧାନସଭା କ୍ଷେତ୍ରରେ ବର୍ଷକୁ ପ୍ରାୟ 1100 ଯାତ୍ରୀଙ୍କୁ ମାଗଣାରେ ଏହି ସୁବିଧା ମିଳିବ । ଏହା କେବଳ ଦିଲ୍ଲୀର ଯାତ୍ରୀଙ୍କ ପାଇଁ ଏବଂ ସେମାନଙ୍କର ବୟସ 60 ବର୍ଷ ହୋଇଥିବା ଆବଶ୍ୟକ।

Intro:Body:

sd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.