ETV Bharat / bharat

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ

author img

By

Published : May 4, 2020, 7:22 AM IST

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ । ଏଭଳି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

Delhi government will take strict action against those found spitting at public  places
ଫାଇଲ ଫଟୋ

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାମାଜିକ ଦୂରତ୍ୱର ନୀତି ବଜାୟ ରଖିବା ପାଇଁ, ବିବାହ କାର୍ଯ୍ୟରେ 50 ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ଜଣେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ 20 ରୁ ଅଧିକ ଲୋକ ସଶ୍ମାନରେ ଏକତ୍ରିତ ହୋଇ ପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

24 ମାର୍ଚ୍ଚରେ କେନ୍ଦ୍ରର ଲକ ଡାଉନ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯଦି ଲକଡାଉନ ବର୍ତ୍ତମାନ ଦେଶର ପରିସ୍ଥିତି ଭୟଙ୍କର ହୋଇଥାନ୍ତା। ସେହି ସମୟରେ ଦେଶ କୋଭିଡ-19 ସହିତ ଲଢିବାକୁ ପ୍ରସ୍ତୁତ ନଥିଲା । ସାମାଜିକ ଦୂରତା ବିଷୟରେ ଆମର କୌଣସି ଧାରଣା ନଥିଲା । ହଠାତ ଚିକିତ୍ସା ପାଇଁ ନା କେଉଁ ଡାକ୍ତରଖାନା ପ୍ରସ୍ତୁତ ଥିଲା । ଆମର କୌଣସି ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ କିମ୍ବା ପରୀକ୍ଷଣ କିଟ୍ ମଧ୍ୟ ନଥିଲା ବୋଲି କହିଛନ୍ତି କେଜ୍ରିୱାଲ ।

@ANI

For All Latest Updates

TAGGED:

lockdown
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.