ETV Bharat / bharat

ପ୍ରଗତି ମେଟ୍ରୋ ଷ୍ଟେସନ ନାମ ହେବ ସୁପ୍ରିମକୋର୍ଟ ଷ୍ଟେସନ - ବଦଳିବ ପ୍ରଗତି ମେଟ୍ରୋ ଷ୍ଟେସନ ନାମ

ଦିଲ୍ଲୀ ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ଏଣିକି ସୁପ୍ରିମକୋର୍ଟ ଷ୍ଟେସନ ରଖାଯିବ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଜଣାଇଛନ୍ତି। ଅଧିକ ପଢନ୍ତୁ...

pragati maidan metro station renamed
ଡିଜାଇନ ଫଟୋ
author img

By

Published : Dec 31, 2019, 10:16 PM IST

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ଦିଲ୍ଲୀର ପ୍ରଗତି ମୈଦାନ ମେଟ୍ରୋ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ଏଣିକି ସୁପ୍ରିମକୋର୍ଟ ଷ୍ଟେସନ ରଖାଯିବ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ଏନେଇ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି।

ଏହାସହ ଦିଲ୍ଲୀ ନାମକରଣ ସମିତି ଏକ ବୈଠକରେ ମୁକରବା ଚୌକ ଓ ଫ୍ଲାଏ ଓଭରର ନାମ ଶହୀଦ କ୍ୟାପ୍ଟେନ ବିକ୍ରମ ବାତ୍ରାଙ୍କ ନାମରେ ନାମିତ କରିବା ପାଇଁ ନିର୍ଣ୍ଣୟ ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସିସୋଦିଆ କହିଛନ୍ତି।

pragati maidan metro station renamed
ଫଟୋ ସୌଜନ୍ୟ: ଟ୍ବିଟର@ArvindKejriwal

ଦିଲ୍ଲୀ ସରକାର ଏମବି ରୋଡର ନାମ ପରିବର୍ତ୍ତନ କରିବା ପାଇଁ ମଧ୍ୟ କହିଛନ୍ତି। ଏହି ମେଟ୍ରୋ ଷ୍ଟେସନର ନାମ ଆଚାର୍ଯ୍ୟ ମହାପ୍ରଜ୍ଞଙ୍କ ନାମରେ ନାମିତ କରାଯିବ କଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ କରି ସୂଚନା ଦେଇଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.