ETV Bharat / bharat

ଫାଶୀ ପାଇଲେ ନିର୍ଭୟା ଦୋଷୀ, ତିହାର ଜେଲ୍‌ ବାହାରେ ମିଠା ବାଣ୍ଟିଲେ ଲୋକେ - ଫାଶୀ ଖୁଣ୍ଟରେ ଝୁଲିଲେ 4 ଦୋଷୀ

ଫାଶୀ ଖୁଣ୍ଟରେ ଝୁଲିଲେ 4 ଦୋଷୀ । ଶୁକ୍ରବାର ଭୋର 5.30ରେ ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି 4 ନିର୍ଭୟା ଦୋଷୀ । ଏହାପରେ ତିହାର ଜେଲ ସମ୍ମୁଖରେ ଲୋକମାନେ ମିଠା ବାଣ୍ଟି ସେଲିବ୍ରେଟ କରିଛନ୍ତି ।

Delhi gang rape case
Delhi gang rape case
author img

By

Published : Mar 20, 2020, 6:52 AM IST

Updated : Mar 20, 2020, 7:04 AM IST

ନୂଆଦିଲ୍ଲୀ: ଦୀର୍ଘ ଦିନ ପ୍ରତୀକ୍ଷାର ଘଟିଛି ଅନ୍ତ । ଶେଷରେ ନିର୍ଭୟାକୁ ମିଳିଛି ନ୍ୟାୟ । ସାତ ବର୍ଷ ପରେ ମିଳିଲା ନ୍ୟାୟ । ଫାଶୀ ଖୁଣ୍ଟରେ ଝୁଲିଲେ 4 ଦୋଷୀ । ଶୁକ୍ରବାର ଭୋର 5.30ରେ ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି 4 ନିର୍ଭୟା ଦୋଷୀ ।

Delhi gang rape case
ଫଟୋ ସୌଜନ୍ୟ:ଟ୍ବିଟର@ANI

ଏହାପରେ ସାରା ଦେଶରେ ଖେଳି ଯାଇଛି ଖୁସିର ଲହରୀ । ତିହାର ଜେଲ ସମ୍ମୁଖରେ ଲୋକମାନେ ମିଠା ବାଣ୍ଟି ସେଲିବ୍ରେଟ କରିଛନ୍ତି ।

Last Updated : Mar 20, 2020, 7:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.