ETV Bharat / bharat

ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ ଫଳାଫଳ - DELHI ELECTION RESULTS PUBLISHED TOMORROW

ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏନେଇ ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

DELHI ELECTION RESULTS PUBLISHED TOMORROW
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ ଫଳାଫଳ
author img

By

Published : Feb 10, 2020, 11:47 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ଏନେଇ ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଟ 70ଟି ବିଧାନସଭା ଆସନ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ୫୮ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୧୨ ଆସନ ସଂରକ୍ଷିତ ରହିଛି । ଭୋଟ ଗ୍ରହଣ ପାଇଁ ରାଜ୍ୟର ମୋଟ 2 ହଜାର 689 ସ୍ଥାନରେ 13,750ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।

ଚଳିତ ନିର୍ବାଚନରେ ପୁଣିଥରେ ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହେବା ସ୍ପଷ୍ଟ । ଶାସକ ଆମ ଆଦମୀ ପାର୍ଟିକୁ କଡା ଟକ୍କର ଦେବ ବିଜେପି ଏବଂ କଂଗ୍ରେସ ମଧ୍ୟ କ୍ଷମତାକୁ ଫେରିବା ପାଇଁ ଉଦ୍ୟମ କରିବ। ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୦୨୦ ଫେବୃୟାରୀ ୨୨ରେ ଶେଷ ହେଉଛି। ଗତ ୨୦୧୫ ନିର୍ବାଚନରେ ଆପକୁ ୭୦ଟି ବିଧାନସଭା ଆସନ ମଧ୍ୟରୁ ୬୭ଟି ମିଳିଥିବାବେଳେ ବିଜେପି ୩ଟି ଆସନରେ ସନ୍ତୁଷ୍ଟ ହୋଇଥିଲା । ସେହିପରି କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇପାରି ନଥିଲା।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.