ନୂଆଦିଲ୍ଲୀ: ପ୍ରଥମେ ଭୋଟ । ପରେ ବାହାଘର । ନିଜ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ ସହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବର । କେବଳ ବର ନୁହେଁ ବରଯାତ୍ରୀ ମଧ୍ୟ ସାକାପୁରର MCD ପ୍ରାଇମେରୀ ସ୍କୁଲରେ ଧାଡିରେ ଅପେକ୍ଷା କରିବା ପରେ ଭୋଟ ଦେଇଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀ ବିଧାନସଭାରେ ଜାରି ରହିଛି ମତଦାନ । ହେଭିୱେଟଙ୍କ ଠାରୁ ସାଧାରଣ ଜନତା ଦେଇଛନ୍ତି ଭୋଟ । ଏବେ ସୁଦ୍ଧା ମତଦାନ ସୁରୁଖୁରୁରେ ଚାଲିଛି ।