ETV Bharat / bharat

କୋରୋନାରେ ଆକ୍ରାନ୍ତ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

author img

By

Published : Sep 14, 2020, 8:34 PM IST

କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ
କୋରୋନାରେ ଆକ୍ରାନ୍ତ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ କୋଭିଡ ପରୀକ୍ଷା କରାଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ମନୀଷ ।

ସିସୋଦିଆ ଟ୍ବିଟ କରି ଲେଖିଛନ୍ତି ଯେ ବର୍ତ୍ତମାନ ମୋତେ ଜ୍ବର କିମ୍ବା ଅନ୍ୟ କୌଣସି ଲକ୍ଷଣ ନାହିଁ । ସମସ୍ତଙ୍କ ଆଶୀର୍ବାଦ କାରଣରୁ ଖୁବ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବି ବୋଲି କହିଛନ୍ତି ମନୀଷ ।

ଆମ ଆଦମୀ ପାର୍ଟିର 3 ବିଧାୟକ ଗିରିଶ ସୋନୀ, ପ୍ରମିଳା ଟୋକସ ଓ ବିଶେଷ ରବି ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ଦିଲ୍ଲୀ ବିଧାନସଭାର 3 କର୍ମଚାରୀ ମଧ୍ୟ କୋରୋନା ପଜିଟିଭ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.