ETV Bharat / bharat

ପାକିସ୍ତାନ ମନ୍ତ୍ରୀଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ମୁହଁତୋଡ ଜବାବ

author img

By

Published : Jan 31, 2020, 3:17 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇବା ପାଇଁ ଭାରତୀୟ ଜନତାଙ୍କୁ ଅପିଲ କରିଥିବା ପାକିସ୍ତାନ ମନ୍ତ୍ରୀ ଫୱାଦ ହୁସେନଙ୍କୁ ଜବାବ ଦେଇଛନ୍ତି ଆପ୍‌ ମୁଖିଆ ତଥା ଦିଲ୍ଲୀ ମୁକ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

delhi-cm-arvind-kejriwal
ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଣ୍ଡ ଖେଳାଉଥିବା ପାକିସ୍ତାନ ମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହା ସହିତ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ମୁଣ୍ଡ ନପୁରାଇବାକୁ ତାଙ୍କୁ ଉପଦେଶ ଦେଇଛନ୍ତି ସେ ।

କେଜ୍ରିୱାଲ ଟ୍ବିଟ କରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ । ସେ ମୋର ମଧ୍ୟ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ ଆମେ ଆତଙ୍କବାଦର ସବୁଠୁ ବଡ ପ୍ରୋତ୍ସାହନକାରୀର ହସ୍ତକ୍ଷେପକୁ ସହ୍ୟ କରିବୁ ନାହିଁ । ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଦେଶର ଏକତା ଉପରେ ପ୍ରଭାବ ପକାଇପାରିବ ନାହିଁ ।'

delhi-cm-arvind-kejriwal
ଅରବିନ୍ଦ କେଜରିୱାଲ

ପାକିସ୍ତାନର ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇବା ପାଇଁ ଭାରତୀୟ ଜନତାଙ୍କୁ ଅପିଲ କରିଥିଲେ । ସେ ଲେଖିଥିଲେ, 'ଭାରତର ଲୋକ ମୋଦିଙ୍କୁ ହରାଇବା ଉଚିତ । ସେ ଆଉ ଏକ ରାଜ୍ୟ(ଦିଲ୍ଲୀ)ରେ ନିର୍ବାଚନ ହାରିବା ଚାପରେ କିଛି ବି ଦାବି କରୁଛନ୍ତି ଏବଂ ଲୋକଙ୍କୁ ଡରାଉଛନ୍ତି । କାଶ୍ମୀର, ନାଗରିକତା ସଂଶୋଧନ ଆଇନ୍‌ ଏବଂ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଶ୍ବର ଅନେକ ସ୍ଥାନକୁ ମିଳୁଥିବା ପ୍ରତିକ୍ରିୟା ପରେ ସେ ନିଜ ମାନସିକ ସନ୍ତୁଳନ ହରାଇଛନ୍ତି । '

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.