ETV Bharat / bharat

ମାଡ ଘଟଣାରେ ବିଜେପିକୁ ଦାୟୀ କଲେ କେଜ୍ରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱ୍ବାଲଙ୍କ ରୋଡ ସୋରେ ତାଙ୍କୁ ଆକ୍ରମଣ ଘଟଣାରେ ବିଜେପିକୁ ଦାୟୀ କରିଛନ୍ତି ସେ ।

author img

By

Published : May 5, 2019, 4:42 PM IST

ଫଟୋ ସୌଜନ୍ୟ : ଏନ୍ଆଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ଦିଲ୍ଲୀରେ ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଆମ୍ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱ୍ବାଲ ରୋଡ ସୋ କରିବା ସମୟରେ ଜଣେ ଯୁବକ କରିଛି ଆକ୍ରମଣ । ଏହି ଘଟଣା ପଛରେ ବିଜେପିର ହାତ ଥିବା କହି ଦାୟୀ କରିଛନ୍ତି କେଜ୍ରିୱ୍ବାଲ ।

ରବିବାର ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଛନ୍ତି ପାଞ୍ଚ ବର୍ଷ ମଧ୍ୟରେ ମୋ ଉପରେ ନୂଆ ତରିକାରେ ଆକ୍ରମଣ କରୁଛି ବିଜେପି । ଏ ଆକ୍ରମଣ ମୋ ଉପରେ ନୁହେଁ, ଏହା ଦିଲ୍ଲୀବାସୀଙ୍କ ଉପରେ ହୋଇଛି । ତେଣୁ ଏପରି ଅସହିଷ୍ଣୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ହାତ ରହିଛି । ସେ ନୈତିକତା ଦୃଷ୍ଟରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି କେଜ୍ରିୱ୍ବାଲ ।

ଭୁବନେଶ୍ୱର () ଆସନ୍ତାକାଲି ବାତ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ 8ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନରେ ପହଂଚିବା ପରେ ହେଲିକପ୍ଟର ଯୋଗେ ପୁରୀ ଓ ଭୁବନେଶ୍ୱରର କ୍ଷୟକ୍ଷତି ବୁଲି ଦେଖିବେ । ଆକାଶ ମାର୍ଗରୁ ପରିଦର୍ଶନ ସାରି ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବେ । ପରେ ସାମ୍ବାଦିକଙ୍କ ସହ ଆଲୋଚନା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.