ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନ: କେଜ୍ରିୱାଲ ଦେଲେ ନିଜ ସମ୍ପତ୍ତିର ହିସାବ - ଦିଲ୍ଲୀ ବିଧାନସଭା ନିର୍ବାଚନ କେଜ୍ରିୱାଲ ସତ୍ୟପାଠ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ବେଳେ ନିଜ ସମ୍ପତ୍ତି ତାଲିକା ନେଇ କେଜ୍ରିୱାଲ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ଷ 2015ରେ ସତ୍ୟପାଠରେ କେଜ୍ରିୱାଲଙ୍କ ବାର୍ଷିକ ଆୟ 2.7 ଲକ୍ଷ ଟଙ୍କା ରହିଥିଲା। ସେହପରି ବର୍ଷ 2018-19ରେ ଏହା ବୃଦ୍ଧି ପାଇଁ 2.81 ଲକ୍ଷରେ ପହଞ୍ଚିଥିଲା। ଅଧିକ ପଢନ୍ତୁ...

Kejriwal property increases by 11 thousand in five years

author img

By

Published : Jan 22, 2020, 12:23 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ବେଳେ ନିଜ ସମ୍ପତ୍ତି ତାଲିକା ନେଇ କେଜ୍ରିୱାଲ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ଷ 2015ରେ ସତ୍ୟପାଠରେ କେଜ୍ରିୱାଲଙ୍କ ବାର୍ଷିକ ଆୟ 2.7 ଲକ୍ଷ ଟଙ୍କା ରହିଥିଲା । ସେହପରି ବର୍ଷ 2018-19ରେ ଏହା ବୃଦ୍ଧି ପାଇଁ 2.81 ଲକ୍ଷରେ ପହଞ୍ଚିଥିଲା । ସତ୍ୟପାଠ ଅନୁସାରେ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ନାମରେ କୌଣସି କାର ନଥିବା ଦର୍ଶାଯାଇଛି।

Kejriwal property increases by 11 thousand in five years
Kejriwal property increases by 11 thousand in five years

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନାମରେ ଦିଲ୍ଲୀ ସରକାର ମୋଟ 17 ଗାଡି ଆବଣ୍ଟିତ କରିଛନ୍ତି । ମାତ୍ର ସିଏମ କେଜ୍ରିୱାଲଙ୍କ ନାମରେ ଗୋଟିଏ ବି କାର ତାଲିକାରେ ନାହିଁ । ମାତ୍ର ତାଙ୍କ ପତ୍ନୀଙ୍କ ନାମରେ ମାରୁତି ବାଲୋନେ କାର ପଞ୍ଜିକୃତ ଥିବା ଦର୍ଶାଯାଇଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମରେ ଅପରାଧିକ ମାମଲା ବିଗତ 5 ବର୍ଷ ତୁଳନାରେ ବୃଦ୍ଧି ପାଇଛି। ବର୍ଷ 2015ରେ ସତ୍ୟପାଠରେ ତାଙ୍କ ନାମରେ 10 ଗୋଟି ମାମଲାର ରହିଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଇଁ 13ରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 2015ରେ ନିଜ ସତ୍ୟପାଠରେ ତାଙ୍କ ପାଖରେ ଥିବା ସ୍ଥାବର ସମ୍ପତ୍ତିର ମୂଲ୍ୟ 92 ଲକ୍ଷ ଦର୍ଶାଇଥିଲେ। ବର୍ତ୍ତମାନ ବଜାର ଦର ଅନୁସାରେ ଏହି ସମ୍ପତ୍ତିର ମୂଲ୍ୟ ବୃଦ୍ଧି ଘଟି 1.77କୋଟିରେ ପହଞ୍ଚିଛି।

କେଜ୍ରିୱାଲ ଦେଲେ ନିଜ ସମ୍ପତ୍ତିର ହିସାବ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ 2020 ସତ୍ୟପାଠ

.ବର୍ଷ 2018-19ରେ ମୋଟ ଆୟ-2,18,375 ଟଙ୍କା
.ପତ୍ନୀଙ୍କ ଆୟ-9,94,790 ଟଙ୍କା
.ନଗଦ ଅର୍ଥ ରାଶି-9.95ଲକ୍ଷ ଟଙ୍କା
.ଅପରାଧିକ ମାମଲା-13
.ସ୍ଥାବର ସମ୍ପତ୍ତିର ମୂଲ୍ୟ-1.77କୋଟି ଟଙ୍କା

Intro:नई दिल्ली. विधानसभा चुनाव के लिए दिल्ली के मुख्यमंत्री अरविंद केजरीवाल ने मंगलवार की देर शाम अपना नामांकन दाखिल कर दिया है. इसके साथ ही उन्होंने अपनी सालाना आय का हलफनामा भी दिया है. वर्ष 2015 के हलफनामे में उनकी वार्षिक आय 2.7 लाख थी. जो 2018-19 में जाकर 2.81 लाख रुपये के करीब जा पहुंची हैं. हलफनामे के अनुसार मुख्यमंत्री अरविंद केजरीवाल के नाम पर कोई कार नहीं है.

Body:पत्नी के नाम पंजीकृत है कर

मुख्यमंत्री कार्यालय के नाम पर दिल्ली सरकार से कुल 17 गाड़ियां आवंटित की गई हैं. लेकिन केजरीवाल के अपने नाम पर कोई कार नहीं है. हालांकि उनकी पत्नी के नाम से मारुति बलेनो कार पंजीकृत है.

मुकदमे की संख्या 10 से बढ़कर हुई 13

मुख्यमंत्री अरविंद केजरीवाल पर चलने वाले मुकदमों में पिछले 5 साल में इजाफा हुआ है. वर्ष 2015 के पिछले हलफनामे के अनुसार उन पर कुल 10 मुकदमे दर्ज थे. जिसकी संख्या बढ़कर 13 हो गई है.

अचल संपत्ति के दर में इज़ाफ़ा

अरविंद केजरीवाल के अचल संपत्तियों की बात करें तो पिछले हलफनामे के अनुसार उनके पास 92 लाख रुपये की अचल संपत्ति थी. बाजार भाव बढ़ने और उनकी कीमत 1.77 करोड़ रुपये हो गई है.

Conclusion:अरविंद केजरीवाल का 2020 का हलफनामा -

वर्ष 2018-19 में केजरीवाल की आय - 2,81,375 रुपये

पत्नी की आय - 9,94,790 रुपये

नकदी - 9.95 लाख रुपये

चलने वाले मुकदमे - 13

अचल संपत्ति का मूल्य - 1.77 करोड़ रुपये

समाप्त, आशुतोष झा
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.