ETV Bharat / bharat

ଆର୍ମି ହସ୍ପିଟାଲରେ କୋରୋନା, 24 ଆକ୍ରାନ୍ତ

ଆର୍ମି ହସ୍ପିଟାଲରେ କୋରୋନା । କଲୋନେଲ ଅମନ ଆନନ୍ଦ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 6, 2020, 6:30 AM IST

delhi army hospital , 24 tested positive
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀ ଆର୍ମି ହସ୍ପିଟାଲରେ ଆତଙ୍କ ସୃଷ୍ଟି କଲା ମହାମାରୀ କୋରୋନା । ହସ୍ପିଟାଲରେ ପ୍ରାୟ 24 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ କାଣ୍ଟନମେଣ୍ଟ ରୋଡ ବେସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏମାନଙ୍କ ସଂସ୍ପର୍ଶରେ ଆସି କେଉଁ ସ୍ବାସ୍ଥ୍ୟ କର୍ମୀଙ୍କୁ କୋରୋନା ହୋଇନାହିଁ । କଲୋନେଲ ଅମନ ଆନନ୍ଦ ଏନେଇ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଆଇଏନସ ନାଭାଲ ବେସରେ 38 ଜଣଙ୍କର କୋରୋନା ପଜିଟିଭ ଆସିଛି । ପ୍ରଥମେ ମାର୍ଚ୍ଚ ମାସରେ ହିଁ ଆର୍ମି ଯବାନଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଧିରେ ଧିରେ ବ୍ୟାପିଚାଲିଛି ଏହି ଭୂତାଣୁ । ଅନ୍ୟ ଯବାନଙ୍କ ରିପୋର୍ଟ ବର୍ତ୍ତମାନସୁଦ୍ଧା ଆସିନାହିଁ । ଏହାଛଡା 42 ପ୍ରତିରକ୍ଷା ବିଭାଗର କର୍ମୀମାନେ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.