ETV Bharat / bharat

ପୁଦୁକୋଟାଇ ହେଲିକ୍ୟାପଟର ଦୁର୍ଘଟଣା ଏକ ଗୁଜବ: ପ୍ରତିରକ୍ଷା ମନ୍ତ୍ରାଳୟ - Defense ministry dismisses copter crash

ଶୁକ୍ରବାର ସକାଳୁ ସୋସିଆଲ ମିଡିଆରେ ଏକ ହେଲିକ୍ୟାପଟର ଦୁର୍ଘଟଣା ହେବା ଖବର ପ୍ରଚାର ହୋଇଥିଲା । ଯାହାକୁ ଖଣ୍ଡନ କଲେ ପ୍ରତିରକ୍ଷା ମନ୍ତ୍ରାଳୟ । ପଢନ୍ତୁ ସମ୍ପୂର୍ଣ୍ଣ...

ପୁଦୁକୋଟାଇରେ କୌଣସି ହେଲିକ୍ୟାପଟର ଦୁର୍ଘଟଣାଗ୍ରସ୍ତ ହୋଇନି: ପ୍ରତିରକ୍ଷା ମନ୍ତ୍ରାଳୟ

author img

By

Published : Jun 12, 2020, 4:07 PM IST

ବେଙ୍ଗାଲୁରୁ: ଶୁକ୍ରବାର ସକାଳୁ ସୋସିଆଲ ମିଡିଆରେ ଏକ ହେଲିକ୍ୟାପଟର ଦୁର୍ଘଟଣା ହେବା ଖବର ପ୍ରଚାର ହେଲା । ଯାହାକୁ ଖଣ୍ଡନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ତାମିଲନାଡୁର ପୁଦୁକୋଟାଇ ଅଞ୍ଚଳରେ ଏକ ହେଲକ୍ୟାପଟର ଦୁର୍ଘଟଣା ଘଟିଲା । ଏହି ହେଲିକ୍ୟାପଟରରେ 6 ଜଣ ସଦସ୍ୟ ଥିଲେ ବୋଲି ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ତେବେ ଏହି ଖବର ପାଇବା ମାତ୍ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ମିଥ୍ୟା ଖବର ବୋଲି ଖଣ୍ଡନ କରିଛି ।

ସୋସିଆଲ ମିଡିଆରେ ଏହି ଖବର ପ୍ରଚାର ହେବା ସହ ଏକ ହେଲିକ୍ୟାପଟର ଜଳୁଥିବା ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଆଜି ସ୍ପଷ୍ଟ କରିଛନ୍ତି ଯେ ପୁଦୁକୋଟାଇରେ କୌଣସି ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇନାହିଁ । ତେଣୁ ଏଭଳି ମିଥ୍ୟା ଖବରରୁ ଦୁରରେ ରୁହନ୍ତୁ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.