ETV Bharat / bharat

‘ପିଲାଟସ’କୁ ବ୍ୟାନ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ - BANNED

ଦୁର୍ନୀତି ଅଭିଯୋଗରେ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ କମ୍ପାନୀ ‘ପିଲାଟସ’କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ବ୍ୟାନ କରିଛି ।

ଫାଇଲ ଫଟୋ
author img

By

Published : Jul 16, 2019, 3:28 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ପ୍ରଶିକ୍ଷକ ଏୟାରକ୍ରାଫ୍ଟ ଯୋଗାଣକାରୀ କମ୍ପାନୀ ‘ପିଲାଟସ’କୁ ପ୍ରତିରକ୍ଷା ମନ୍ତ୍ରଣାଳୟ 1ବର୍ଷ ପାଇଁ ବ୍ୟାନ କରିଛି । 2012 ମସିହାରେ କମ୍ପାନୀ 2800କୋଟି ଟଙ୍କାର ବ୍ୟବସାୟିକ କାରବାର ହାସଲ କରିବା ପାଇଁ ଦୁର୍ନୀତି କରିଥିବା ସିବିଆଇ ଅଭିଯୋଗ କରିବା ପରେ କମ୍ପାନୀକୁ ଏହି ବ୍ୟାନ କରାଯାଇଛି ।

ଏହି ନିଷେଧାଦେଶ ପିସିଆଇ ଚୁକ୍ତିର ଧାରା 6.6 ଅନୁସାରେ କରାଯାଇଛି । ଏହା ଦ୍ବାରା ସ୍ବିଜରଲ୍ୟାଣ୍ଡ କମ୍ପାନୀ ପିଲାଟସ ସହ ଦ୍ବାରା ପ୍ରତିରକ୍ଷା ବିଭାଗ କୌଣସି ସାମଗ୍ରୀ କିଣିବ ନାହିଁ । ପାଇଲଟଙ୍କ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ବିଭିନ୍ନ ଉପକରଣ ଅନ୍ୟ କମ୍ପାନୀଠାରୁ କିଣାଯିବ ।

Intro:Body:

bbb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.