ETV Bharat / bharat

ବିଧାୟକଙ୍କ ଦଳବଦଳ: ଆନ୍ଦୋଳନ କରିବ କଂଗ୍ରେସ - ବିଧାୟକ

ମୁଖ୍ୟ ବିରୋଧି ଧଲର କଂଗ୍ରେସର 12 ବିଧାୟକଙ୍କ ଟିଆରଏସରେ ସାମିଲକୁ ବିଧାନସଭା ଅଧ୍ୟକ୍ଷ ସଠିକ ଦର୍ଶାଇବା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ପ୍ରଦର୍ଶନ କରିବ ବୋଲି ମଧ୍ୟ ଘୋଷଣା କରିଛି। ଏହାର ପ୍ରତିବାଦରେ ବିରୋଧି ଦଳ ନେତା ମଲ୍ଲୁ ଭଟ୍ଟି ବିକ୍ରମାର୍କା ଶନିବାର ପୂର୍ବାହ୍ନ 11ଟାରୁ 36 ଘଣ୍ଟା ଯାଏ ଅନଶନ କରିବେ ବୋଲି ତେଲଙ୍ଗାନା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉତ୍ତମ ରେଡ୍ଡୀ ସୂଚନା ଦେଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 8, 2019, 3:22 PM IST

Updated : Jun 8, 2019, 3:28 PM IST

ହାଇଦ୍ରାବାଦ: ତେଲେଙ୍ଗନାରେ କଂଗ୍ରେସର 12 ବିଧାୟକ କ୍ଷମତାସୀନ ଟିଆରଏସରେ ସାମିଲ ହେବା ପରେ ରାଜନୈତିକ ସଙ୍କଟ ପରିସ୍ଥିତିର ସମ୍ନା କରୁଥିବା କଂଗ୍ରେସ ସୋମବାର ହାଇକୋର୍ଟର ଦ୍ବାରସ୍ଥ ହେବା ନେଇ ଚେତାବନୀ ଦେଇଛି।

12 ବିଧାୟକଙ୍କ ଟିଆରଏସରେ ସାମିଲକୁ ବିଧାନସଭା ଅଧ୍ୟକ୍ଷ ସଠିକ ଦର୍ଶାଇବା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ପ୍ରଦର୍ଶନ କରିବ ବୋଲି ମଧ୍ୟ ଘୋଷଣା କରିଛି। ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି କଂଗ୍ରେସର ବିଧାୟକଙ୍କୁ କିଣିଥିବା ନେଇ ଦଳ ପକ୍ଷରୁ ଆରୋପ ଲଗାଇଥିବା ବେଳେ ଏନେଇ ଲୋକପାଳ ପାଖକୁ ଯିବା ସହିତ ଆଗାମୀ ସଂସଦର ଅଧିବେସନରେ ଏ ପ୍ରସଙ୍ଗ ଉଠାଇବ ବୋଲି କହିଛି ।

ତେଲେଙ୍ଗନାର ବିଭିନ୍ନ କ୍ଷେତ୍ରରେ ଶୁକ୍ରବାର କଂଗ୍ରେସ କାର୍ଯ୍ୟକର୍ତ୍ତା ରାସ୍ତାକୁ ଓହ୍ଲାଇଥିବା ବେଳେ ବିଧାନସଭାରେ ବିପକ୍ଷ ନେତା ମଲ୍ଲୁ ଭଟ୍ଟି ବିକ୍ରମାର୍କା ଶନିବାର ପୂର୍ବାହ୍ନ 11ଟାରୁ 36 ଘଣ୍ଟା ଯାଏ ଅନଶନ କରିବେ ବୋଲି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଉତ୍ତମ ରେଡ୍ଡୀ ସୂଚନା ଦେଇଛନ୍ତି। ଏଥିସହ ଶନିବାର ରାଜ୍ୟବ୍ୟାପି ଧାରଣା ପ୍ରଦର୍ଶନ ହେବ ବୋଲି ସେ ଜଣାଇଛନ୍ତି।

slug-wife burnt alive by husband
format-pkg
report-sadasiba patra
place-Phulabani(Kandhamal)
date-4.6.2019
କନ୍ଧମାଳ ଜିଲା ରାଇକିଆ ମଣ୍ଡାସରୁ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ କିରୋସିନ ଢାଳୀ ଜିଅନ୍ତା ପୋଡି ହତ୍ଯା ଉଦ୍ୟମ କରିଛି ସ୍ବାମୀ  । ମେଡିକାଲରେ ଗୁରୁତର ଅବସ୍ଥାରେ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ସ୍ତ୍ରୀ  । ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ନିୟନ୍ତ୍ରଣ କରିଛି  । ଚଉଦ ବର୍ଷର ବିବାହ ବନ୍ଧନ ଚଉଦ ମିନିଟରେ ଶେଷ ହୋଇଛି ଏବଂ ଯମ ଯନ୍ତ୍ରଣା ଭୋଗୁଛନ୍ତି ସ୍ତ୍ରୀ  ।
       କନ୍ଧମାଳ ଜିଲା ରାଇକିଆ ମଣ୍ଡାସର ଗାଁରେ ଅଭାବନୀୟ ଘଟଣା  । ସ୍ତ୍ରୀକୁ ଜିଅନ୍ତା ପୋଡି ହତ୍ୟା ଉଦ୍ୟମ କରିଛି ସ୍ବାମୀ  । ମଣ୍ଡାସରୁ ମିସିନାରୀ ସ୍କୁଲରେ ଶିକ୍ଷୟତ୍ରୀ ଥିବା ଅଞ୍ଜଳୀ ନାୟକଙ୍କୁ କିରୋସିନ ଢାଳି ହତ୍ୟା ଉଦ୍ୟମ କରିଛନ୍ତି ସ୍ବାମୀ ପ୍ରମୋଦ ନାୟକ ବୋଲି ଅଭିଯୋଗ ହୋଇଛି  । ଅଞ୍ଜଳୀଙ୍କ ଶରୀରର ସତୁରି ପ୍ରତିଶତରୁ ଅଧିକ ପୋଡିଯାଇଛି  ।  ଜୀବନ ସହିତ ସଂଗ୍ରାମ କରୁଛନ୍ତି ଅଞ୍ଜଳୀ  । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ରାଇକିଆ ମେଡିକାଲ ଏବଂ ପରେ ଜିଲା ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା  । କିଛି କାମ କରୁନଥିବା ସ୍ବାମୀ ପ୍ରମୋଦ ଜିଅନ୍ତା ମୋ ଝିଅକୁ ମାରିଦେଇଛନ୍ତି ବୋଲି କହିଛନ୍ତି ପରିବାର ଲୋକେ  ।
ବାଇଟ୍(1) ରୀନା ନାୟକ,ଅଞ୍ଜଳୀଙ୍କ ଭଉଣୀ
        (2) ଫିଲିମୀନା ଫୁଲେଇ,ଅଞ୍ଜଳୀଙ୍କ ମାଆ
ଚଉଦ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଦୁହେଁ  । ସେମାନଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି  । ତେବେ ପ୍ରାୟ ସବୁବେଳେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମାରପିଟ୍ ଓ ଗଣ୍ଡଗୋଳ କରୁଥିଲେ ପ୍ରମୋଦ ବୋଲି କହିଛନ୍ତି ପରିବାର । ଫଳରେ ବିଭିନ୍ନ ସମୟରେ ଅଞ୍ଜଳୀ ନିଜ ଗାଁ ଗଞ୍ଜାମ ଜିଲା ସୋରଡା ଥାନା ଅନ୍ତର୍ଗତ ଦାନ୍ତଲିଙ୍ଗକୁ ଚାଲିଯାଉଥିଲେ  । ଗତ ଦଶ ଦିନ ତଳେ ଏପରି ଗଣ୍ଡଗୋଳ ହେବାରୁ ଭଉଣୀ ରୀନାଙ୍କ ଗାଁ କନ୍ଧମାଳର ସୁଗୁରଡାବାଡିକୁ ଯାଇଥିଲେ  । ବୁଝାସୁଝା କରି କ୍ଷମା ମାଗିବା ସହିତ ଝିଅର ଦେହ ଖରାପ କଥା କହି  ପ୍ରମୋଦ ପୁଣି ସାଥୀରେ ନେଇଆସିଥିଲେ ଅଞ୍ଜଳୀଙ୍କୁ । ଆଜି ଏପରି କାଣ୍ଡ କରିଛନ୍ତି ବୋଲି କହିଛନ୍ତି ପରିବାର  । ତେବେ ସେ ନିଜେ ଏପରି କରିଛି ବୋଲି ଓଲଟା କହୁଛି ସ୍ବାମୀ ପ୍ରମୋଦ  । ପୋଲିସ ମୃତ୍ୟୁକାଳୀନ ଜମାନବନ୍ଦୀ ନେବାକୁ ଚେଷ୍ଟା କରିଥିବା ବେଳେ ସ୍ବାମୀ ପ୍ରମୋଦ ହିଁ ଏପରି ପୋଡିଛି ବୋଲି କହିଛନ୍ତି ଅଞ୍ଜଳୀ  । ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ରେଫର୍ କରୁଛୁ ବୋଲି କହିଛନ୍ତି ଡାକ୍ତର  ।
ବାଇଟ୍(3) ଡା.ସିଏଚ ନାରାୟଣ ସୁବୁଦ୍ଧି,ବିଶେଷଜ୍ଞ,ଜିଲା ମୂଖ୍ୟ ଚିକିତ୍ସାଳୟ
ଘରୋଇ ଗଣ୍ଡଗୋଳର ପରିଣାମ କିପରି ଭୟାବହ  ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟାଉନ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ବ କରିଛି  । ନାରକୀୟ କାଣ୍ଡକୁ ନେଇ ସମସ୍ତେ ତାଜୁବ୍ ହୋଇଯାଇଛନ୍ତି  ।
କନ୍ଧମାଳରୁ ସଦାଶିବ ପାତ୍ର ,ଈଟିଭି ଭାରତ
.........
ଫିଡ୍ ଏଫଟିପିରେ ଯାଇଛି  ।    

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
Last Updated : Jun 8, 2019, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.