ETV Bharat / bharat

ୟୁଜର୍ସ ଡାଟା ହ୍ୟାକ ଘଟଣା, ଜି5ର ତଦନ୍ତ ଜାରି - ଜି5ରେ ହ୍ୟାକିଂ ଧମକ

ପପୁଲାର କଣ୍ଟେଣ୍ଟ ଷ୍ଟ୍ରିମିଂ ସର୍ଭିସ ଜି5ରେ ରବିବାର ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ସର୍ଭିସରେ ଥିବା ସମସ୍ତ ୟୁଜର୍ସ ଡାଟା ହ୍ୟାକ ନେଇ ଜନୈକ ହ୍ୟାକର କମ୍ପାନୀକୁ ଧମକ ଦେଇଥିଲେ ।

data hacking in zee5, users data hack in zee5, hacking threat to zee5, latest technology news, ଜି5ର ଡାଟା ହ୍ୟାକିଂ, ଜି5ରେ ୟୁଜର୍ସ ଡାଟା ହ୍ୟାକ, ଜି5ରେ ହ୍ୟାକିଂ ଧମକ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ୟୁଜର୍ସ ଡାଟା ହ୍ୟାକ ଘଟଣା, ଜି5ର ତଦନ୍ତ ଜାରି
author img

By

Published : Jun 8, 2020, 12:24 AM IST

ନୂଆଦିଲ୍ଲୀ: ପପୁଲାର କଣ୍ଟେଣ୍ଟ ଷ୍ଟ୍ରିମିଂ ସର୍ଭିସ ଜି5ରେ ରବିବାର ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ସର୍ଭିସରେ ଥିବା ସମସ୍ତ ୟୁଜର୍ସ ଡାଟା ହ୍ୟାକ ନେଇ ଜନୈକ ହ୍ୟାକର କମ୍ପାନୀକୁ ଧମକ ଦେଇଥିଲେ । ଏହି ଖବର ପାଇବା ପରେ କମ୍ପାନୀ ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରୁ ଏହା ଏକ ମିଛ ମାମଲା ବୋଲି ଜଣା ପଡିଥିଲା । ସେପଟେ ସମସ୍ତ ୟୁଜର୍ସଙ୍କ ଡାଟା ସୁରକ୍ଷିତ ଥିବା କମ୍ପାନୀ ସ୍ପଷ୍ଟ କରିଛି ।

କମ୍ପାନୀର ସୂଚନା ମୁତାବକ ଜନ ୱିକ ନାମକ ଜନୈକ ହ୍ୟାକର ଦାବି କରିଥିଲା କି ସେ ଜି5ର ନେଟୱାର୍କରେ ଆକ୍ସେସ କରିଥିଲା । ଏଥିସହ ନେଟୱାର୍କରୁ 150ଜିବିର ଡାଟା ଓ ୱେବସାଇଟର ସୋର୍ସ କୋଡ ଚୋରି କରିଥିଲା । ଏହାର ତଦନ୍ତ ପରେ ଜି5 ସିକ୍ୟୁରିଟି ମୁଖ୍ୟ ତୁଷାର ବୋହରା କହିଛନ୍ତି କି ଜି5 ଡାଟା ବ୍ରିଟିଂ ଶେଷ ହୋଇଥିବା ତାଙ୍କ ପାଖକୁ ରିପୋର୍ଟ ଆସିଛି । ତଥାପି ଘଟଣାରେ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

ତୁଷାର ଗଣମାଧ୍ୟମକୁ ଏସମ୍ପର୍କରେ ସୂଚନା ଦେଇ ଏହା ମଧ୍ୟ କହିଛନ୍ତି କି ହ୍ୟାକରର ଏହା କେବଳ ଧମକ ଥିଲା । ସମସ୍ତ ୟୁଜର୍ସ ଡାଟା ସୁରକ୍ଷିତ ରହିଛି । ଏଥିସହ କମ୍ପାନୀର ସମସ୍ତ ଡାଟା ମଧ୍ୟ ସୁରକ୍ଷିତ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.