ETV Bharat / bharat

ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିଲେ ସିଆରପିଏଫ ଯବାନ

author img

By

Published : Jan 22, 2020, 1:29 PM IST

ନକ୍ସଲ ପ୍ରଭାବିତ ଗ୍ରାମାଞ୍ଚଳରେ ସିଆରପିଏଫର 85 ବାଟାଲିୟନର ଯବାନ ମାନେ ପୁଣି ଥରେ ସାଧାରଣ ଲୋକଙ୍କର ହୃଦୟ ଜିତିଛନ୍ତି । ସିଆରପିଏଫ ଯବାନ ମାନେ ଗର୍ଭବତୀ ମହିଳାଙ୍କୁ ଖଟିଆରେ 6 କିଲୋମିଟର ବୋହି ଡାକ୍ତରଖାନାରେ ପହଞ୍ଚାଇଛନ୍ତି ।

crpf-jawans-help-pregnant-lady-in-bijapur-of-chatishgarh
ବିଜାପୁରରେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିଲେ ସିଆରପିଏଫ ଜବାନ

ବିଜାପୁର: ସିଆରପିଏଫର 85 ବାଟାଲିୟନର ଯବାନ ମାନେ ପୁଣି ଥରେ ନକ୍ସଲ ପ୍ରଭାବିତ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କର ହୃଦୟ ଜିତିଛନ୍ତି । ସିଆରପିଏଫ ଯବାନମାନେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ 6 କିଲୋମିଟର ବୋହି ଡାକ୍ତରଖାନାରେ ପହଞ୍ଚାଇଛନ୍ତି । ଯାହାପରେ ଜବାନଙ୍କ କାର୍ଯ୍ୟକୁ ସାଧାରଣରେ ମିଳିଛି ପ୍ରଶଂସା ।

ସୂଚନା ଅନୁଯାୟୀ ଛତିଶଗଡ ବିଜାପୁର ଜିଲ୍ଲାର ପଦେଡା ଗାୟତାପାରାର ମହିଳା ଜଣକ ହେଉଛନ୍ତି ବୁଦ୍ଧି ହପକା ଗାଁ । ଆମେ ସମୟ ନଷ୍ଟ ନକରି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି କାନ୍ଧରେ ଡାକ୍ତରଖାନା ନେବା ପାଇଁ ନିଷ୍ପତ୍ତି ନେଲୁ । 6 କିଲୋମିଟର ପାଦଚଲା ରାସ୍ତାରେ ମହିଳାଙ୍କୁ ଉପଯୁକ୍ତ ଚିକିତ୍ସାପାଇଁ ଚେରପାଲ ପର୍ଯ୍ୟନ୍ତ ଆଣି ଏହା ପରେ ଆମ୍ବୁଲାନ୍ସ ସାହାଯ୍ୟରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଇଥିବା କହିଛନ୍ତି ଯବାନ।

ଛତିଶଗଡର ସମ୍ବେଦନଶୀଳ ଗଙ୍ଗାଲୁର ରୋଡରେ ସିଆରପିଏଫର 85 ବାଟାଲିୟନ ମୁତୟନ କରାଯାଇଛି ।ଏହି ଅଞ୍ଚଳରେ ନକ୍ସଲଙ୍କ ଦବଦବା ରହିଛି । କିନ୍ତୁ ସିଆରପିଏଫ ମୁତୟନ କରାଗଲା ପରେ ଏହି ଅଞ୍ଚଳରେ ନକ୍ସଲ ଉପଦ୍ରବ ଉପରେ ଅଙ୍କୁଶ ଲାଗିଛି । ବିଗତ ଦିନରେ ମଧ୍ୟ ଯବାନ ମାନେ ଏହି ଅଞ୍ଚଳରେ ଗ୍ରାମବାସୀ ମାନଙ୍କୁ ସାହାଯ୍ୟ କରୁଛନ୍ତି । ବର୍ତ୍ତମାନ ଗ୍ରାମାଞ୍ଚଳରେ ଯବାନ ମାନଙ୍କୁ ଏଭଳି କାର୍ଯ୍ୟକୁ ନେଇ ପ୍ରଶଂସା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.