ETV Bharat / bharat

ଦକ୍ଷିଣ ଦିଲ୍ଲୀରେ 31 ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ କୋରୋନା ଆକ୍ରାନ୍ତ

ଦେଶରେ କୋରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଏହାର ସଂଖ୍ୟାରେ କ୍ରମାଗତ ବଢିବାରେ ଲାଗିଛି ।

covid positive cases
ସ୍ବାସ୍ଥ୍ୟ କର୍ମଚାରୀ କୋରୋନା ଆକ୍ରାନ୍ତ
author img

By

Published : May 3, 2020, 5:54 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଏହାର ସଂଖ୍ୟାରେ କ୍ରମାଗତ ବଢିବାରେ ଲାଗିଛି । ଏମଧ୍ୟରେ ଦକ୍ଷିଣ ଦିଲ୍ଲୀର ଯେତିକି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି, ତାହା ତବଲିଗି ଜମାତଙ୍କ ନୁହେଁ ବରଂ ସ୍ବାସ୍ଥ୍ୟ କର୍ମଚାରୀ ।

ଦକ୍ଷିଣ ଦିଲ୍ଲୀରେ ଏପର୍ଯ୍ୟନ୍ତ 189ଟି ମାମଲା ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ 31 ପ୍ରତିଶତ ସ୍ବାସ୍ଥ୍ୟ କର୍ମଚାରୀ କୋରୋନା ସଂକ୍ରମିତ ଓ ଏହି ମାମଲାରେ ପ୍ରତିଦିନ ବୃଦ୍ଧି ଘଟୁଛି ।

ପ୍ରକାଶଥାଉକି, ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଏପର୍ଯନ୍ତ 14 ଲକ୍ଷ କୋରୋନା ପରୀକ୍ଷା କରି ସାରିଲାଣି । 30 ଜାନୁଆରୀରୁ ଏହି ପରୀକ୍ଷା କରାଯାଉଛି । ଆଇସିଏମଆର ଅନୁସାରେ ପ୍ରତିଦିନ 70 ହଜାର ପରୀକ୍ଷା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.