ETV Bharat / bharat

ତେଲେଙ୍ଗାନାରେ 94 ନୂଆ କୋରୋନା ମାମଲା, 6 ମୃତ

author img

By

Published : Jun 1, 2020, 9:30 PM IST

ସୋମବାର ତେଲେଙ୍ଗାନା ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ପ୍ରକାଶିତ କୋଭିଡ -19 ସାସ୍ଥ୍ୟ ବୁଲେଟିନ ଅନୁଯାୟୀ ତେଲେଙ୍ଗାନା 94 ଟି କୋରୋନାଭାଇରସ ପଜିଟିଭ ମାମଲା ଏବଂ 6 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ମାମଲା 2792 କୁ ଏବଂ କୋଭିଡ -19 ମୃତ୍ୟୁ ସଂଖ୍ୟା 88 କୁ ପହଞ୍ଚିଛି ।

Covid-19 Telangana records
Covid-19 Telangana records

ହାଇଦ୍ରାବାଦ: ଲଗାତାର ଭାବେ ହାଇଦ୍ରାବାଦରେ କୋରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ସୋମବାର ତେଲେଙ୍ଗାନା ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ପ୍ରକାଶିତ କୋଭିଡ -19 ସାସ୍ଥ୍ୟ ବୁଲେଟିନ ଅନୁଯାୟୀ ତେଲେଙ୍ଗାନା 94 ଟି କୋରୋନାଭାଇରସ ପଜିଟିଭ ମାମଲା ଏବଂ 6 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ମାମଲା 2792 କୁ ଏବଂ କୋଭିଡ -19 ମୃତ୍ୟୁ ସଂଖ୍ୟା 88 କୁ ପହଞ୍ଚିଛି ।

ରାଜ୍ୟରେ 94 କୋରୋନାଭାଇରସ୍ ପଜିଟିଭ୍ ରୋଗୀଙ୍କ ମଧ୍ୟରୁ 79 ଜଣ ଜିଏଚ୍ଏମସି ଅଧୀନରେ ଥିବା ଅଞ୍ଚଳରୁ ଆସିଛି । ସେହିପରି ରାଙ୍ଗାରେଡ୍ଡୀ ଏବଂ ମେଡଚାଲରୁ ତିନି ଜଣ, ମେଡକ, ନାଲଗୋଣ୍ଡା ଏବଂ ସାଙ୍ଗାରେଡି ଜିଲ୍ଲାର ଦୁଇଜଣ ବ୍ୟକ୍ତି ଦୁଇ ଜଣ ଲେଖାଏଁ ରହିଛନ୍ତି । ମହବୁବାବାଦ, ଜଙ୍ଗୋନ୍ ଏବଂ ପେଡାପାଲ୍ଲୀରୁ ଜଣେ ଲେଖାଏଁ କୋରୋନା ପଜେଟିଭ ରହିଛନ୍ତି । ଯାତ୍ରା ପ୍ରତିବନ୍ଧକ ହ୍ରାସ ପାଇବା ପରେ ପ୍ରଥମ ଥର ପାଇଁ ସୋମବାର କୋଭିଡ -19 ପାଇଁ କୌଣସି ପ୍ରବାସୀ ସଂକ୍ରମିତ ହୋଇନାହାଁନ୍ତି ।

ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ 63 ଟି କୋଭିଡ -19 ରୋଗୀଙ୍କୁ ମଧ୍ୟ ଡିସଚାର୍ଜ କରାଯାଇଛି । ରାଜ୍ୟରେ ମୋଟ 1491 ମୋଟ ଡିସଚାର୍ଜ ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ 1213 ସକ୍ରିୟ କୋରୋନାଭାଇରସ ପଜିଟିଭ ରୋଗୀ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.