ଦେଶରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1429 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 57 ଜଣ ପ୍ରାଣ ହରାଇଛନ୍ତି । ଦେଶରେ ବର୍ତ୍ତମାନସୁଦ୍ଧା କୋରୋନାରେ ମୃତ୍ୟୁ ସଂଖ୍ୟା 775ରେ ପହଞ୍ଚିଛି ।
ଦେଶରେ କୋରୋନା ପଜିଟିଭ 24 ହଜାର ପାର, 775 ମୃତ - covid 19 in india
09:17 April 25
ଥମୁନି କୋରୋନା ଆତଙ୍କ: 24 ଘଣ୍ଟାରେ 57 ମୃତ, 1429 ନୂଆ ପଜିଟିଭ
09:11 April 25
ଦେଶରେ କୋରୋନା ପଜିଟିଭ 24 ହଜାର ପାର, 775 ମୃତ
ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ 24 ହଜାର ଟପିଛି ପଜିଟିଭ ମାମଲା । ଅନ୍ୟପକ୍ଷେ ବର୍ତ୍ତମାନସୁଦ୍ଧା କୋରୋନାରେ 775 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ କୋରୋନା ପଜିଟିଭ ମାମଲା 24,506 ରେ ପହଞ୍ଚିଛି । ଏଥିମଧ୍ୟରୁ ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା 18,668 ରହିଥିବା ବେଳେ 5063 ଜଣ ସୁସ୍ଥ ହୋଇସାରିଥିବା ରିପୋର୍ଟରେ କୁହାଯାଇଛି ।