ETV Bharat / bharat

ସମସ୍ତ ଇଣ୍ଟରଭ୍ୟୁକୁ ସ୍ଥଗିତ କଲା କେରଳ ଜନସେବା ଆୟୋଗ - ପିଏସସି

ଜୁଲାଇ 7 ରୁ ଜୁଲାଇ 10 ମଧ୍ୟରେ ହେବାକୁ ଥିବା ସମସ୍ତ ଇଣ୍ଟରଭ୍ୟୁ ଏବଂ ସରଭିସ ଭେରିଫିକେସନକୁ ସ୍ଥଗିତ କଲା କେରଳ ଜନସେବା ଆୟୋଗ । ଏରନାକୁଲମ ଜିଲ୍ଲାର କେରଳ (ପିଏସସି) କାର୍ଯ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହେବାର ଥିଲା । ଅଧିକ ପଢନ୍ତୁ...

ସମସ୍ତ ଇଣ୍ଟରଭ୍ୟୁକୁ ସ୍ଥଗିତ କଲା କେରଳ ଜନସେବା ଆୟୋଗ

author img

By

Published : Jul 6, 2020, 6:39 PM IST

ଥିରୁଅନନ୍ତପୁରମ: ଦେଶରେ ଏବେ ଆତଙ୍କ ମଚାଇଛି ମହାମାରୀ କୋରୋନା । ଏନେଇ ଜୁଲାଇ 7 ରୁ ଜୁଲାଇ 10 ମଧ୍ୟରେ ହେବାକୁ ଥିବା ସମସ୍ତ ଇଣ୍ଟରଭ୍ୟୁ ଏବଂ ସରଭିସ ଭେରିଫିକେସନକୁ ସ୍ଥଗିତ କଲା କେରଳ ଜନସେବା ଆୟୋଗ । ଏରନାକୁଲମ ଜିଲ୍ଲାର କେରଳ (ପିଏସସି) କାର୍ଯ୍ୟାଳୟରେ ଏହି ପ୍ରକ୍ରିୟା ଆରମ୍ଭ ହେବାର ଥିଲା ।

ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ସରକାରୀ ବିଭାଗରେ 62 ଟି ପଦବୀ ପାଇଁ କେରଳ PSC ପୂର୍ବରୁ 26 ଟି ପରୀକ୍ଷା ଧାର୍ଯ୍ୟ କରିଥିଲା । କିନ୍ତୁ କୋଭିଡ -19 ଆରମ୍ଭ ହେତୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । କେରଳର ଜନସେବା ଆୟୋଗ ହେଉଛି ଭାରତ ସମ୍ବିଧାନର ଯାହାକି ଆବେଦନକାରୀଙ୍କ ଯୋଗ୍ୟତା ଏବଂ ସଂରକ୍ଷଣ ନିୟମ ଅନୁଯାୟୀ କେରଳରେ ସିଭିଲ ସର୍ଭିସ ଚାକିରି ପାଇଁ ଆବେଦନକାରୀଙ୍କୁ ଚୟନ କରିଥାଏ ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.