ETV Bharat / bharat

ପିଏମ ରିଲିଫ ପାଣ୍ଠିକୁ ଦେଢ କୋଟି ଦେଲେ ଝାଡଖଣ୍ଡ କୋର୍ଟର ବିଚାରପତି

author img

By

Published : May 5, 2020, 12:54 PM IST

କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କଲେ ବିଚାରପତି, ଜୁଡିସିଆଲ୍ ଅଧିକାରୀ ଏବଂ ରାଜ୍ୟର ନ୍ୟାୟିକ ଅଧିକାରୀମାନେ । ଅଧିକ ପଢନ୍ତୁ...

COVID-19
ଝାଡଖଣ୍ଡ କୋର୍ଟର ବିଚାରପତିମାନେ ପିଏମ ରିଲିଫ ପାଣ୍ଠିକୁ ଦେଲେ ଦେଢ କୋଟି ଟଙ୍କା

ରାଞ୍ଚି: ସାରା ଦେଶରେ କୋରୋନା ତାର କାୟା ବିସ୍ତାର କରିଛି । ଏପର୍ଯ୍ୟନ୍ତ 46 ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । 15ଶହ 66 ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଭାଇରସର ବିସ୍ତାରକୁ ରୋକିବା ପାଇଁ କୋରୋନା ୱାରିୟର୍ସ ଦିନରାତି କାର୍ଯ୍ୟ କରୁଛନ୍ତି । ଏଥି ସହିତ ଅନେକ ଶିଳ୍ପପତି, ଅଭିନେତା, ବିଭିନ୍ନ ଅନୁଷ୍ଠାନ ମାନେ ପିଏମ କେୟାର ଫଣ୍ଡକୁ କୋଟି କୋଟି ଟଙ୍କା ଦାନ କରିଛନ୍ତି ।

ସେହିପରି ଝାଡଖଣ୍ଡ ହାଇକୋର୍ଟର ବିଚାରପତି, ଜୁଡିସିଆଲ୍ ଅଧିକାରୀ ଏବଂ ରାଜ୍ୟର ନ୍ୟାୟିକ ଅଧିକାରୀମାନେ ସେମାନଙ୍କ ଦରମାରୁ ଦେଢ କୋଟି ଟଙ୍କା ସଂଗ୍ରହ କରି ସୋମବାର ପିଏମ କେୟାର୍ସ ପାଣ୍ଠିକୁ ଦାନ କରିଛନ୍ତି ।

ହାଇକୋର୍ଟର ମୁଖପାତ୍ର କହିଛନ୍ତି ଯେ, ବିଚାରପତି, ହାଇକୋର୍ଟ ଏବଂ ନିମ୍ନ ଅଦାଲତର କର୍ମଚାରୀ ଏବଂ ରେଜିଷ୍ଟ୍ରି କାର୍ଯ୍ୟାଳୟର କର୍ମଚାରୀମାନେ 1.5 କୋଟିରୁ ଅଧିକ ଟଙ୍କା ପିଏମ କେୟାର ଫଣ୍ଡକୁ ଦାନ କରିଛନ୍ତି । ସେ କହିଛନ୍ତି ଯେ ପିଏମ କେୟାର ଫଣ୍ଡ ପାଇଁ ତାଙ୍କ ଦରମାଠାରୁ ସମସ୍ତେ ଏହି ରାଶି ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.