ETV Bharat / bharat

ଜୁନ ସୁଦ୍ଧା ଦେଶରେ ମହଜୁଦ ରହିବ 2 କୋଟି ପିପିଇ - produce 2 crore ppe by june end

କୋରୋନା ଯୋଦ୍ଧାଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇବାକୁ ସରକାର ପ୍ରଚେଷ୍ଟା ଜାରି କରିଛନ୍ତି । ପିପିଇ କିଟ ପାଇଁ ଆଉ ହନ୍ତସନ୍ତ ହେବନି ସ୍ବାସ୍ଥ୍ୟକର୍ମୀ । କି ଅନ୍ୟ କୌଣସି ଦେଶ ଉପରେ ମଧ୍ୟ ନିର୍ଭର ହେବାକୁ ପଡିବ । କାରଣ ଦେଶରେ ଏହାର ଉତ୍ପାଦନ ଶକ୍ତିକୁ ବୃଦ୍ଧି କରିଛି । ଅଧିକ ପଢନ୍ତୁ...

ଜୁନ ସୁଦ୍ଧାରେ ଦେଶରେ ମହଜୁଦ ରହିବ 2 କୋଟି ପିପିଇ

author img

By

Published : May 16, 2020, 11:05 AM IST

ନୂଆଦିଲ୍ଲୀ: ପର୍ସନାଲ ପ୍ରୋଟେକ୍ଟଟିଭ ଇକ୍ୟୁପମେଣ୍ଟ(ପିପିଇ) କିଟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ । କୋରୋନା ଯୋଦ୍ଧା ପିନ୍ଧୁଥିବା ଏହି ପିପିଇ କିଟର ଉତ୍ପାଦନ ଏବେ ଭାରତରେ ଦ୍ରୁତଗତିରେ ଚାଲୁଛି । ବର୍ତ୍ତମାନ ଦୈନିକ 3 ଲକ୍ଷ ପିପିଇ କିଟ ଉତ୍ପାଦନ କରାଯାଉଛି । ଜୁନ ଶେଷ ସୁଦ୍ଧା ବେଳକୁ ଦେଶରେ 2 କୋଟି ପିପିଇ ମହଜୁଦ ରହିବ ।

ଦେଶ ପର୍ସନାଲ ପ୍ରୋଟେକ୍ଟଟିଭ ଇକ୍ୟୁପମେଣ୍ଟ କିଟ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବାବେଳେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ନିକଟରେ ପ୍ରର୍ଯ୍ୟାପ୍ତ ହୋଇପାରୁନାହିଁ । ଫଳରେ ଏହାର ଉତ୍ପାଦନକୁ ଦେଶରେ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି । ଏବେ ସୁଦ୍ଧା ଦେଶରେ 50 ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିସାରିଛି । ଏହି ମାସରେ ଆଉ 50 ଲକ୍ଷ ପିପିଇ ପ୍ରସ୍ତୁତ କରିବ ବୋଲି ଟେକ୍ସାଟାଇଲ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ 400 ଟି କମ୍ପାନୀ ପିପିଇ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.