ETV Bharat / bharat

ଗୁଜୁରାଟରେ ମାସ୍କ ଉଲ୍ଲଂଘନ ଜୋରିମାନା 1000କୁ ବୃଦ୍ଧି - ଗୁଜୁରାଟ

ଗୁଜୁରାଟରେ ମାସ୍କ ଜୋରିମାନା ବୃଦ୍ଧି ପାଇ 1000 ଟଙ୍କା କରାଯାଇଛି । ଅଗଷ୍ଟ 11 ତାରିଖରୁ ଗୁଜୁରାଟରେ ମାସ୍କ ନ ପିନ୍ଧିଲେ 1000 ଟଙ୍କା ତଣ୍ଡ ଗଣିବାକୁ ପଡିବ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ସୋମବାର କହିଛନ୍ତି।

mask fine
ଗୁଜୁରାଟରେ ମାସ୍କ ଉଲ୍ଲଂଘନ ଜୋରିମାନା 1000କୁ ବୃଦ୍ଧି
author img

By

Published : Aug 10, 2020, 3:45 PM IST

ଗାନ୍ଧୀନଗର: ଗୁଜୁରାଟରେ ମାସ୍କ ଜୋରିମାନା ବୃଦ୍ଧି ପାଇ 1000 ଟଙ୍କା କରାଯାଇଛି । ଅଗଷ୍ଟ 11 ତାରିଖରୁ ଗୁଜୁରାଟରେ ମାସ୍କ ନ ପିନ୍ଧିଲେ 1000 ଟଙ୍କା ତଣ୍ଡ ଗଣିବାକୁ ପଡିବ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ସୋମବାର କହିଛନ୍ତି ।

ଏହାପୂର୍ବରୁ ଗୁଜୁରାଟରେ ମାସ୍କ ଉଲ୍ଲଂଘନ ପାଇଁ ଜୋରିମାନା 500 ଟଙ୍କା ଥିଲା । ଯାହା ଅଗଷ୍ଟ 1 ତାରିଖରୁ ଲାଗୁ ହୋଇଥିଲା। ସେହିପରି ଗତ ଜୁଲାଇରେ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) କହିଥିଲେ ଯେ, ମାସ୍କ ଉଲଙ୍ଘନ ଜୋରିମାନା 200ରୁ 500 ଟଙ୍କାକୁ ବୃଦ୍ଧି କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୁଜୁରାଟରେ ବର୍ତ୍ତମାନ 54,166 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 14,147 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏଥିସହ ମାରାତ୍ମକ କୋରୋନା କାରଣରୁ ରାଜ୍ୟରେ ଏବେସୁଦ୍ଧା 2,652 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.