ETV Bharat / bharat

ଦିଲ୍ଲୀରେ ଦୋକାନ ଖୋଲିବ ବୋଲି କେଜ୍ରିଓ୍ବାଲଙ୍କ ଘୋଷଣା - covid 19 cases update in india

କୋରୋନା ଅପଡେଟ୍‌
କୋରୋନା ଅପଡେଟ୍‌
author img

By

Published : Apr 26, 2020, 11:25 AM IST

Updated : Apr 26, 2020, 2:31 PM IST

14:30 April 26

ଦିଲ୍ଲୀରେ ଦୋକାନ ଖୋଲିବ ବୋଲି କେଜ୍ରିଓ୍ବାଲଙ୍କ ଘୋଷଣା

ରାଜଧାନୀ ଦିଲ୍ଲୀରେ ଦୋକାନ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ତେବେ ଏହି ସମୟ ମଧ୍ୟରେ ବଜାର କିମ୍ବା ମଲ୍ ଖୋଲାଯିବ ନାହିଁ ବୋଲି କୁହାଯାଇଛି | ତେବେ କହିଛନ୍ତି ଯେ ମେ 3 ତାରିଖ ପର୍ଯ୍ୟନ୍ତ ଲକଡାଉନରୁ ଆଶ୍ବସ୍ତି ମିଳିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ।  ଅତ୍ୟାବଶ୍ୟକ ଦୋକାନ ଯେପରିକି ଔଷଧ ଦୋକାନ, ଗ୍ରୋସରୀ ଷ୍ଟୋର୍, ଫଳ ପନିପରିବା ଦୋକାନ ଇତ୍ୟାଦି ଖୋଲା ରିହିବ ।

11:16 April 26

ଥମୁନି କୋରୋନା ଆତଙ୍କ: 24 ଘଣ୍ଟାରେ 49 ମୃତ, 1990 ନୂଆ ପଜିଟିଭ

ଦେଶରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1990 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 49 ଜଣ ପ୍ରାଣ ହରାଇଛନ୍ତି । ଦେଶରେ ବର୍ତ୍ତମାନସୁଦ୍ଧା କୋରୋନାରେ ମୃତ୍ୟୁ ସଂଖ୍ୟା 824ରେ ପହଞ୍ଚିଛି । 

09:17 April 26

ଦେଶରେ କୋରୋନା ଆତଙ୍କ: 800 ଟପିଲା ମୃତ୍ୟୁ ସଂଖ୍ୟା, 26 ହଜାର ପାର ପଜିଟିଭ

ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ 26 ହଜାର ଟପିଛି ପଜିଟିଭ ମାମଲା ।  ଅନ୍ୟପକ୍ଷେ ବର୍ତ୍ତମାନସୁଦ୍ଧା କୋରୋନାରେ 824 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ କୋରୋନା ପଜିଟିଭ ମାମଲା  26,496 ରେ ପହଞ୍ଚିଛି । ଏଥିମଧ୍ୟରୁ ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା 19868  ରହିଥିବା ବେଳେ  5804 ଜଣ ସୁସ୍ଥ ହୋଇସାରିଥିବା ରିପୋର୍ଟରେ କୁହାଯାଇଛି ।

Last Updated : Apr 26, 2020, 2:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.