ETV Bharat / bharat

CAA ବିରୋଧ ସ୍ଥଳରେ ବିବାହ

author img

By

Published : Feb 20, 2020, 11:33 PM IST

ଏକ ନିଆରା ବିବାହ । CAA, NRC ବିରୋଧ ପ୍ରଦର୍ଶନ ବେଳେ ପରସ୍ପରର ହାତ ଧରିଲେ ଦମ୍ପତି । ଅଧିକ ପଢନ୍ତୁ..

CAA ବିରୋଧ ସ୍ଥଳରେ ବିବାହ
CAA ବିରୋଧ ସ୍ଥଳରେ ବିବାହ

କୋଇମ୍ବାଟୋର: ଲୋକେ ନିଜ ବିବାହ ଦିନକୁ ସ୍ମରଣୀୟ କରିବା ପାଇଁ ଅନେକ କିଛି ପ୍ରୟାସ କରିଥାନ୍ତି । କିଏ ଡେଷ୍ଟିନେସନ ମ୍ୟାରେଜ କରୁଥିବା ବେଳେ ଆଉ କିଏ କରୁଛି ଉଡନ୍ତା ପ୍ଲେନରେ ବିବାହ । ମାତ୍ର ଆମେ ଆପଣଙ୍କୁ ଦେଖାଇବୁ ଏକ ନିଆରା ବିବାହ । ଯେଉଁଠି CAA, NRC ବିରୋଧ ପ୍ରଦର୍ଶନ ବେଳେ ପରସ୍ପରର ହାତ ଧରିଛନ୍ତି ଦମ୍ପତି ।

CAA ବିରୋଧ ସ୍ଥଳରେ ବିବାହ

ଏମିତି ଏକ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଏସ୍ ଅବଦୁଲ କଲାମ(24) ଓ ରେସମା ସିରିନ୍(19) । ସେମାନଙ୍କ ବିବାହ 3 ମାସ ପୂର୍ବରୁ ସ୍ଥିର ହୋଇଥିଲା । ସେମାନେ ନିଜ ବିବାହ ପାଇଁ ମଧ୍ୟ ଏକ ହଲ୍‌ ହୁକ୍ କରିଥିଲେ । ମାତ୍ର ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ଏମାନେ ଗୁରୁବାର 2 ହଜାର ପ୍ରଦର୍ଶନକାରୀଙ୍କ ମଧ୍ୟରେ କୋଇମ୍ବାଟୋରର ପରସ୍ପରର ହାତ ଧରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.