ETV Bharat / bharat

ପ୍ରଧାନମନ୍ତ୍ରୀ କୃଷକ ଯୋଜନାରୁ ବାଦ ପଡିଲେ ସଂସ୍ଥାଗତ ଭୂମିଧାରକ - farmer-scheme

ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭ କେଉଁମାନଙ୍କୁ ମିଳିବ ସେନେଇ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ସଂସ୍ଥାଗତ ଭୂମିଧାରକ, ସମ୍ବିଧାନିକ ପଦରେ ଥିବା କୃଷକ ପରିବାର, ରାଜ୍ୟ ଓ କେନ୍ଦ୍ର ସରକାର ସମେତ ସରକାରୀ ସ୍ବାୟତ୍ତ ସଂସ୍ଥାରେ ସେବାରତ ତଥା ସେବା ନିବୃତ୍ତ ଅଧିକାରୀଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଛି ।

ଡିଜାଇନ ଫଟୋ
author img

By

Published : Jun 9, 2019, 11:12 AM IST

ନୂଆଦିଲ୍ଲୀ: ଦେଶରେ 14 କୋଟି 50 ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ଲାଭ ମିଳଇବା ନେଇ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏନଡିଏ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଚାଷୀଙ୍କୁ ଏହି ଲାଭ ମିଳିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂସ୍ଥାଗତ ଭୂମିଧାରକ, ସମ୍ବିଧାନିକ ପଦରେ ଥିବା କୃଷକ ପରିବାର, ରାଜ୍ୟ ଓ କେନ୍ଦ୍ର ସରକାର ସମେତ ସରକାରୀ ସ୍ବାୟତ୍ତ ସଂସ୍ଥାରେ ସେବାରତ ତଥା ସେବା ନିବୃତ୍ତ ଅଧିକାରୀଙ୍କୁ ଏହି ଯୋଜନାର ଲାଭ ନମିଳିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏଥି ସହିତ ଡାକ୍ତର, ଇଞ୍ଜିନିୟର ଓ ଓକିଲଙ୍କ ସମେତଲ ମାସିକ 10,000 ଟଙ୍କରୁ ଅଧିକ ଭତ୍ତା ପାଉଥବା ସେବାନିବୃତ୍ତ କର୍ମଚାରୀଙ୍କୁ ମଧ୍ୟ ଏହି ଯୋଜନାରୁ ବାହାରେ ରଖାଯାଇଛି ।

Intro:Body:

dfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.