ETV Bharat / bharat

ଟିକା ବଣ୍ଟନ ପାଇଁ ଟାକ୍ସଫୋର୍ସ ଗଠନ କଲେ କେନ୍ଦ୍ର ସରକାର - କେନ୍ଦ୍ର ସରକାର

ଦେଶରେ କୋରୋନା ଟିକା ବଣ୍ଟନକୁ ଦେଖାଶୁଣା କରିବାକୁ ଭାରତ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ।

task force
ଟିକା ବଣ୍ଟନ ପାଇଁ ଟାକ୍ସଫୋର୍ସ ଗଠନ କଲେ କେନ୍ଦ୍ର ସରକାର
author img

By

Published : Aug 8, 2020, 2:08 PM IST

ନୂଆଦିଲ୍ଲୀ:ଦେଶରେ କୋରୋନା ଟିକା ବଣ୍ଟନକୁ ଦେଖାଶୁଣା କରିବାକୁ ଭାରତ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଟାସ୍କଫୋର୍ସରେ ସମସ୍ତ ମନ୍ତ୍ରଣାଳୟ ଏବଂ ଅନୁଷ୍ଠାନର ପ୍ରତିନିଧୀମାନେ ସାମିଲ ଅଛନ୍ତି । ଯେଉଁମାନେ ବଜାରରେ ଉପଲବ୍ଧ ହେବାକୁ ଥିବା କୋରୋନା ଟିକାର ଦେଶରେ ସୁବଣ୍ଟନ କରିବେ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିକା ଚିହ୍ନଟ ଠାରୁ ଆରମ୍ଭ କରି କ୍ରୟ ପର୍ଯ୍ୟନ୍ତ, ଅର୍ଥ ବଣ୍ଟନ ଠାରୁ ଆରମ୍ଭ କରି ଏବଂ ପ୍ରଶାସନ ପର୍ଯ୍ୟନ୍ତ ଟାସ୍କଫୋର୍ସ କୋରୋନା ଟିକା ଯୋଜନାର ସମସ୍ତ ଦିଗକୁ ଦେଖାଶୁଣା କରିବ । ଏହି ପ୍ୟାନେଲକୁ ନୀତି ଆୟୋଗ ଡ. ଭିକେ ପଲ ପରିଚାଳନା କରିବେ ଏବଂ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସହ ଅଧ୍ୟକ୍ଷତା କରିବେ ।

ସମଗ୍ର ବିଶ୍ୱରେ ଅନେକ ଟିକା ପ୍ରାର୍ଥୀ କ୍ଲିନିକାଲ୍ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛନ୍ତି । ଆଷ୍ଟ୍ରାଜେନେକା, ମୋଡେର୍ଣ୍ଣା ଏବଂ ଫାଇଜର ପରି ଫାର୍ମାସ୍ୟୁଟିକାଲ୍ ଟିକା ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ଆସିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.