ETV Bharat / bharat

ଆତଙ୍କ ଭିତରେ ଆଶ୍ବସ୍ତି, ସୁସ୍ଥ ହେଲେ 6 କୋରୋନା ଆକ୍ରାନ୍ତ

author img

By

Published : Mar 29, 2020, 7:55 AM IST

କୋରାନା ସହ ଲଢେଇ କରି ଜିତିଛନ୍ତି ଗୁରୁଗ୍ରାମ 5ଜଣ ଏବଂ ଫରିଦାବାଦରୁ ଜଣେ ବ୍ୟକ୍ତି । ସେମାନଙ୍କୁ ଶନିବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଅଧିକ ପଢନ୍ତୁ...

ଆତଙ୍କ ଭିତରେ ଆଶ୍ବସ୍ଥି, ସୁସ୍ଥ ହେଲେ 6 କୋରୋନା ସଂକ୍ରମିତ

ହରିୟାଣା:କୋରୋନା ଭାଇରସ୍‌ ବର୍ତ୍ତମାନ ସମଗ୍ର ବିଶ୍ବକୁ କବଳିତ କରିଛି । ଚୀନ୍‌ର ଉହାନ୍‌ ପ୍ରଦେଶରୁ ଆସିଥିବା ଏହି ଭାଇରସ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲିଟିଛି ।

ତେବେ ଗୋଟିଏ ପଟେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲଥିବା ବେଳ ଏହି ସମୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । କୋରାନା ସହ ଲଢେଇ କରି ଜିତିଛନ୍ତି ଗୁରୁଗ୍ରାମ 5ଜଣ ଏବଂ ଫରିଦାବାଦରୁ ଜଣେ ବ୍ୟକ୍ତି । ସେମାନଙ୍କୁ ଶନିବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ସାଙ୍ଘାତିକ ହୋଇଛି କୋରୋନା ସ୍ଥିତି । ଏହାର ସଂଖ୍ୟା ଏବେ 1000କୁ ଛୁଇଁଛି । ସେ ମଧ୍ୟରୁ 83 ଜଣ ସୁସ୍ଥ ହୋଇଥିବାବେଳେ 21 ଜଣଙ୍କର ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.