ETV Bharat / bharat

କୋରୋନା ଆତଙ୍କ: ଗତ 24 ଘଣ୍ଟାରେ 5,609 ନୂଆ ମାମଲା, 132 ମୃତ

କୋରୋନା ଅପଡେଟ୍‌
କୋରୋନା ଅପଡେଟ୍‌
author img

By

Published : May 21, 2020, 10:01 AM IST

09:15 May 21

କୋରୋନା ଆତଙ୍କ: ଗତ 24 ଘଣ୍ଟାରେ 5,609 ନୂଆ ମାମଲା, 132 ମୃତ

ଦେଶରେ ଥମୁନାହିଁ କରୋନାର ଆତଙ୍କ । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 132 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5,609ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 112359ରେ ପହଞ୍ଚିଛି । ସେହିପରି କୋରୋନାରେ ବର୍ତ୍ତମାନସୁଦ୍ଧା ମୋଟ 3163 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।  

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.