ETV Bharat / bharat

ପୁନେରେ 2 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି - କୋରୋନା ଅପଡେଟ

corona live updates, Indias total number of Coronavirus positive cases rise to 5194
ଦେଶରେ କୋରୋନା ପଜିଟିଭ ସଂଖ୍ୟା 5,194କୁ ବୃଦ୍ଧି , 149 ମୃ୍ତ୍ୟୁ ରେକର୍ଡ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
author img

By

Published : Apr 8, 2020, 10:22 AM IST

Updated : Apr 8, 2020, 3:29 PM IST

15:26 April 08

ହରିଆଣାରେ 141 କୋରୋନା ପଜିଟିଭ, 2 ମୃତ୍ୟୁ ରିପୋର୍ଟ

ହରିୟାଣା: ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 141ଟି କୋରୋନା ପଜିଟିଭ ମାମଲା ରିପୋର୍ଟ କରାଯାଇଛି । ଏହା ମଧ୍ୟରେ 10ଜଣ ବିଦେଶୀ ନାଗରିକ ରହିଥିବା ବେଳେ ଅନ୍ୟ ରାଜ୍ୟରୁ 51 ଜଣ ରହିଛନ୍ତି ।  

ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 17 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଅନ୍ୟପକ୍ଷରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

15:26 April 08

କର୍ଣ୍ଣାଟକରେ 5ମ କୋରୋନା ମୃତ୍ୟୁ ରେକର୍ଡ, ମୋଟ ପଜିଟିଭ ସଂଖ୍ୟା 181କୁ ବୃଦ୍ଧି

କର୍ଣ୍ଣାଟକରେ ପଞ୍ଚମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ମୋଟ କୋରୋନା ପଜିଟିଭ ମାମାଲା 181କୁ ବୃଦ୍ଧି ପାଇଛି ।  

ଜଣେ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ‘ଆଜି ପର୍ଯ୍ୟନ୍ତ, 181 କୋଭିଡ -19 ପଜିଟିଭ ମାମଲା ନିଶ୍ଚିତ ହୋଇଛି । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 28 ଜଣ ଡିସଚାର୍ଜ ହୋଇଛନ୍ତି ।’

10:52 April 08

ପୁନେରେ 2 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା 66କୁ ବୃଦ୍ଧି

ଆଜି ପୁନେରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାଦ୍ବାରା ସହରରେ ସମୁଦାୟ ମୃତ୍ୟୁ ସଂଖ୍ୟା 10ରେ ପହଞ୍ଚିଛି । ଉଭୟଙ୍କ ଭିତରୁ ଜଣେ ଡାଇବେଟିସ ରୋଗରେ ପୀଡିତ ଥିବାବେଳେ ଅନ୍ୟଜଣଙ୍କ କୋମୋରବିଡିଟି ରୋଗରେ ପୀଡିତ ଥିଲେ । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ ।  

ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରି ସାରିଥିବାବେଳେ 64 ଜଣଙ୍କର ମୃତ୍ୟୁ ହୋଇଛି ।  

09:13 April 08

ଦେଶରେ କୋରୋନା ପଜିଟିଭ ସଂଖ୍ୟା 5,194କୁ ବୃଦ୍ଧି , 149 ମୃ୍ତ୍ୟୁ ରେକର୍ଡ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ ମୋଟ କୋରୋନା ପଜିଟିଭ ସଂଖ୍ୟା 5,194କୁ ବୃଦ୍ଧି ପାଇଛି । ସେହିପରି 4643 ଜଣ କୋରୋନା ପଜିଟିଭ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ 149 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ 401 ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରେ ସର୍ବାଧିକ 1018 ଜଣ କୋରୋନା ପଜିଟିଭ ରହିଥିବା ବେଳେ ତାମିଲନାଡୁରେ 690, ଦିଲ୍ଲୀରେ 576, କେରଳରେ 336, ତେଲେଙ୍ଗାନା 364, ଉତ୍ତରପ୍ରଦେଶରେ 326, ରାଜସ୍ଥାନରେ 328 ଓ ଆନ୍ଧ୍ରପ୍ରଦେଶରେ 305 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 64 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ ଓ ମଧ୍ୟପ୍ରଦେଶରେ 13, ଦିଲ୍ଲୀରେ 9, ତେଲେଙ୍ଗାନାରେ 7, ତାମିଲନାଡୁରେ 7, କର୍ଣ୍ଣାଟକରେ 4, ଆନ୍ଧ୍ରପ୍ରଦେଶରେ 3 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : Apr 8, 2020, 3:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.