ETV Bharat / bharat

ନିର୍ଭୟା ମାମଲା: ମୃତ୍ୟୁଦଣ୍ଡ କୋହଳ କରିବାକୁ ବିନୟର ଆବେଦନ - commute death sentence for vinay sharma

ନିର୍ଭୟା ମାମଲାରେ ଦୋଷୀ ବିନୟ କୁମାର ନିଜ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ନିବେଦନ କରିଛି । ଅଧିକ ପଢନ୍ତୁ...

Convict Vinay Sharma through his lawyer AP Singh has approached Delhi LG seeking to commute death sentence
ନିର୍ଭୟା ମାମଲା: ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ବିନୟ କୁମାରର ଆବେଦନ
author img

By

Published : Mar 9, 2020, 5:24 PM IST

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଦୋଷୀ ବିନୟ କୁମାର ନିଜ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଆବେଦନ କରିଛି । ବିନୟ ନିଜ ଓକିଲ ଏପି ସିଂଙ୍କ ଜରିଆରେ ଏହି ଆବେଦନ କରିଛି ।

ବିନୟର ଓକିଲ ଏପି ସିଂ ସିଆରପିସି ଧାରା 432 ଓ 433 ଅଧୀନରେ ଏକ ପିଟିସନ ଦାଖଲ କରିଛନ୍ତି । ଏଥିରେ ନିଜ ମହକିଲର ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ସେ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ନିର୍ଭୟା ଅପରାଧୀଙ୍କ ଫାଶୀ ତାରିଖକୁ ଅନେକ ଥର କୋର୍ଟ ସ୍ଥଗିତ ରଖିସାରିଲେଣି । ତେବେ ନିର୍ଭୟା ମାମଲାର ଚାରିଜଣ ଦୋଷୀ ବିରୋଧରେ ଦିଲ୍ଲୀ କୋର୍ଟ ଏକ ନୂତନ ଡେଥ ୱାରେଣ୍ଟ ଜାରି କରିଛନ୍ତି । ମାର୍ଚ୍ଚ 20 ସକାଳ 5.30ରେ ଏହି ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବ |

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.