ETV Bharat / bharat

କର୍ଣ୍ଣାଟକ: ଶେଷହେଲା କଂଗ୍ରେସ ବିଧାୟକ ଦଳ ବୈଠକ

author img

By

Published : Jul 29, 2019, 11:02 AM IST

କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ହେବାକୁ ଥିବାବେଳେ କଂଗ୍ରେସ ନିଜର ବିଧାୟକ ଦଳ ବୈଠକ ଶେଷ କରିଛି ।

ଫାଇଲ ଫଟୋ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ହେବାକୁ ଥିବାବେଳେ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଆସ୍ଥା ଭୋଟରେ କଂଗ୍ରେସର ରଣନୀତି ଏହି ବୈଠକରେ ଆଲୋଚନା କରାଯାଇଛି ।

ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦିନେଶ ଗୁଣ୍ଡୁ ରାଓ, କେ ଜେ ଜର୍ଜ, ପ୍ରିୟଙ୍କା ଖର୍ଗେ, ଏମ ବି ପାଟିଲ, ଈଶ୍ବର ଖଣ୍ଡାରେ ଓ ଅନ୍ୟ କଂଗ୍ରେସ ବିଧାୟକମାନେ ଉପସ୍ଥିତ ରହିଥିଲେ ।

ଗତକାଲି ରାତିରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ କଂଗ୍ରେସର 5 ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଯାହା କଂଗ୍ରେସ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.