ETV Bharat / bharat

ସୋନିଆଙ୍କ ଘରେ ଶିବସେନାକୁ ସମର୍ଥନ ନେଇ ଫାଇନାଲ ଡିସିସନ, ପହଞ୍ଚିଲେ ବରିଷ୍ଠ ନେତା - ମହାରାଷ୍ଟ୍ରରେ ଶିବସେନାକୁ କଂଗ୍ରେସର ସମର୍ଥନ

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କଂଗ୍ରେସ, ଶିବସେନାକୁ ବାହ୍ୟ ସହଯୋଗ ଓ ସମର୍ଥନ ଦେବା ନ ଦେବା ଉପରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ବସିବ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 11, 2019, 5:03 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନ ସମୀକରଣରେ କଂଗ୍ରେସର ହାତ ହିଁ ସମାଧାନର ସୂତ୍ର। ଶିବସେନା ବଳ ଯୋଗାଡା କରିବା ପାଇଁ ଏନସିପି ମୁଖିଆ ଶରଦ ପାୱାରଙ୍କ ସମସ୍ତ ସର୍ତ୍ତରେ ରାଜି। ଏପଟେ କଂଗ୍ରେସ ଶିବସେନାକୁ, ବାହ୍ୟ ସହଯୋଗ ଓ ସମର୍ଥନ ଦେବା ନ ଦେବା ଉପରେ ସୋନିଆଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ବସିବ । ଏନେଇ 10-ଜନପଥରେ ହାଇକମାଣ୍ଡ ସୋନିଆଙ୍କ ଘରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ସହ ବିଚାର ବିମର୍ଷ କରି ନିଷ୍କର୍ସ ବାହାର କରିବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

ସୋମବାର କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, ଏକେ ଆଣ୍ଟୋନି 10-ଜନପଥ ସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି । ଏହାସହ ପୂର୍ବରୁ କଂଗ୍ରେସ ମହାରାଷ୍ଟ୍ରର ସମସ୍ତ ନେତାଙ୍କୁ ମହାରାଷ୍ଟ୍ର ସ୍ଥିତି ଉପରେ ଆଲୋଚନା ପାଇଁ ଦିଲ୍ଲୀ ଡାକରା ମିଳିଥିଲା। କିଛି ସମୟ ପରେ ଏହି ବୈଠକ ଅନୁଷ୍ଠିତ ହେବ।

Congress leaders AK Antony and Ahmed Patel arrive at 10 Janpath
ଫଟୋ ସୌଜନ୍ୟ: ଏଏନଆଇ

ଏହି ବୈଠକ ଶେଷ ହେବାପରେ ମହାରା‌ଷ୍ଟ୍ରରେ ନୂତନ ସରକାର ଗଠନ କରିବା ନେଇ, କଂଗ୍ରେସର ଆଭିମୁଖ୍ୟ କ’ଣ ରହିବ ତାହା ସ୍ପଷ୍ଟ ହୋଇଯିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.