ନୂଆଦିଲ୍ଲୀ: ଲୋକସଭାରେ ଉପ-ବାଚସ୍ପତି ନିଯୁକ୍ତି ପାଇଁ ନିର୍ବାଚନ କରିବା ପାଇଁ କରିବାକୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।
![ଉପବାଚସ୍ପତି ନିଯୁକ୍ତି: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା ଅଧୀର ରଞ୍ଜନ](https://etvbharatimages.akamaized.net/etvbharat/prod-images/8737488_attch-pls.png)
ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକସଭା ଉପବାଚସ୍ପତିରୁ ବଞ୍ଚିତ ହୋଇଛି । ତେଣୁ ଖୁବଶୀଘ୍ର ମୌସୁମୀ ଅଧିବେଶନରେ ଉପବାଚସ୍ପତି ନିର୍ବାଚନ କରିବା ସେ ଅନୁରୋଧ କରିଛନ୍ତି ।
@ANI