ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ରେଳ ଭଡା ନେଇ କଂଗ୍ରେସ ମିଛ କହୁଛି: ବିଜେପି - ବିଜେପି

ବିଜେପି କଂଗ୍ରେସକୁ ସମାଲୋଚନା କରିଛି ପ୍ରବାସୀ ଶ୍ରମିକ ପରିବହନ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଟିକେଟ୍ ଭଡା ପ୍ରସଙ୍ଗରେ ମିଥ୍ୟା କହି ପୁରୁଣା ରାଜନୀତି କରୁଛି। କଂଗ୍ରେସ କରିଥିବା ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବିଜେପି କହିଛି ।ଅଧିକ ପଢନ୍ତୁ...

congress-is-lying-over-ticket-fare-for-migrants-bjp
ପ୍ରବାସୀ ଶ୍ରମିକଙ୍କ ପାଇଁ ଟିକେଟ ଭଡା ଉପରେ କଂଗ୍ରେସ ମିଛ କହୁଛି: ବିଜେପି
author img

By

Published : May 5, 2020, 1:15 PM IST

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ପରିବହନ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିବା ଟିକେଟ୍ ଭଡାକୁ ନେଇ ବିଜେପି ସୋମବାର କଂଗ୍ରେସକୁ ନିନ୍ଦା କରିଛି । ଭାରତୀୟ ରେଳବାଇ 85% ସବସିଡି ଦେଇଥିବାରୁ ଶ୍ରମିକଙ୍କଠାରୁ ଗୋଟିଏ ଟଙ୍କା ମଧ୍ୟ ଆଦାୟ କରାଯାଇ ନାହିଁ। ଟିକେଟ୍ ଭଡା ଏବଂ ଅବଶିଷ୍ଟ 15 ପ୍ରତିଶତ ସଂପୃକ୍ତ ରାଜ୍ୟ ସରକାର ପ୍ରଦାନ କରିବେ।

ଭାରତୀୟ ଜନତା ପାର୍ଟି ମୁଖପାତ୍ର ସୟଦ ଜାଫର ଇସଲାମ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କଂଗ୍ରେସ ଅଭିଯୋଗର କୌଣସି ସତ୍ୟତା ନାହିଁ। ଏହାପୂର୍ବରୁ ବିଜେପି ସ୍ପଷ୍ଟ କରି ଦେଇଛି ଯେ ପ୍ରତ୍ୟେକ 'ଶ୍ରମିକ ଏକ୍ସପ୍ରେସ' ପାଇଁ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିବା ଗନ୍ତବ୍ୟସ୍ଥଳକୁ ପ୍ରାୟ 1200 ଟିକେଟ୍ ସଂପୃକ୍ତ ରାଜ୍ୟ ସରକାରଙ୍କୁ ରେଳବାଇ ହସ୍ତାନ୍ତର କରିଛି।

କଂଗ୍ରେସ ସୋମବାର କହିଛି କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଲଗାଯାଇଥିବା ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ କଂଗ୍ରେସର ରାଜ୍ୟ ଶାଖା ଗୁଡିକ ଶ୍ରମିକଙ୍କ ରେଳ ଯାତ୍ରା ଖର୍ଚ୍ଚ ବହନ କରିବ ବୋଲି ସନିଆ ଗାନ୍ଧୀ କହିଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏକ ବିବୃତ୍ତିରେ ଦଳର ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ଏହି ଦୁଃଖ ସମୟରେ କଂଗ୍ରେସ ଶ୍ରମିକମାନଙ୍କ ସହ ଛିଡା ହୋଇଛି ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.